Indian Army
Advertisment
ଫ୍ରାନ୍ସରେ ଶକ୍ତି ପ୍ରଦର୍ଶନ କରିବ ଭାରତୀୟ ସେନା। ବାଷ୍ଟିଲ ଡେ ସେଲିବ୍ରେସନରେ ପ୍ରଦର୍ଶିତ ହେବ ଭାରତର ଶୌର୍ଯ୍ୟ। ୧୪ ଜୁଲାଇକୁ ଫ୍ରାନ୍ସର ଜାତୀୟ ଦିବସ ଭାବେ ପାଳନ କରାଯାଏ । ଏହି ଉପଲକ୍ଷେ ହେବାକୁ ଥିବା ମିଳିତ ପରେଡରେ ଭାଗନେବେ ପଂଜାବ ରେଜିମେଣ୍ଟ ଡ୍ରିଲ କଣ୍ଟିଜେଣ୍ଟ। ଏଥିପାଇଁ ପ୍ୟାରିସ ଅଭିମୁଖେ ଯାଇଛନ୍ତି ଟିମ୍।
Advertisment
ଏଥିରେ ତିନିଜଣ ଅଫିସର, ଚାରିଜଣ ଜେସିଓ ଏବଂ ୬୯ଜଣ ଟ୍ରୁପ୍ ଅଛନ୍ତି । ବାଷ୍ଟିଲ ଡେ ସେଲିବ୍ରେସନ ନାଁରେ ଜଣାଶୁଣା ଫ୍ରାନ୍ସର ଜାତୀୟ ଦିବସରେ ବିଶ୍ୱର ବିଭିନ୍ନ ଦେଶର ଟ୍ରୁପ୍ ସାମିଲ ହେବେ। ଚଳିତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ବାଷ୍ଟିଲ ଡେ ପରେଡରେ ଯୋଗଦେବେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1688653004.jpg)