Advertisment

ଭାରତ ଯେତିକି ମୋଦିଙ୍କର ସେତିକି ମହମୁଦ ମଦାନୀଙ୍କର: ଜାମିଆତ ମୁଖ୍ୟ

ଜାମିଆତ୍ ଉଲାମା-ଇ-ହିନ୍ଦ ମୁଖ୍ୟ ମହମୁଦ ମଦାନି ଏହା ଦାବି କରିଛନ୍ତି।

ଅଦ୍ୟତନ ହୋଇଛି
Mahmood Madani

Mahmood Madani

Advertisment
Advertisment

ଭାରତ ହେଉଛି ହିନ୍ଦୀ ମୁସଲିମଙ୍କ ପାଇଁ ସବୁଠାରୁ ଶ୍ରେଷ୍ଠ ଦେଶ। ସେହିପରି ଦେଶରେ ଇସଲାମାଫୋବିଆ ଏବଂ ହେଟ ସ୍ପିଚକୁ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି। ମୁସଲମାନଙ୍କ ବିରୋଧରେ ହିଂସା ବୃଦ୍ଧି ପାଉଥିବା ଅଭିଯୋଗ କରି ସଂଖ୍ୟା ଲଘୁଙ୍କ ସୁରକ୍ଷା ପାଇଁ ଭିନ୍ନ ଆଇନ ଆଣିବାକୁ ଜାମିଆତ୍ ଉଲାମା-ଇ-ହିନ୍ଦ ସଙ୍ଗଠନ ଦାବି କରିଛି । ଏହି ସଙ୍ଗଠନ ପକ୍ଷରୁ ସଂଖ୍ୟାଲଘୁଙ୍କ ବିରୋଧରେ ପ୍ରସାରିତ ହେଉଥିବା ଘୃଣା ଏବଂ ଇସଲାମଫୋବିଆ ସମ୍ପର୍କରେ ଅନେକ ପ୍ରସ୍ତାବ ପାରିତ ହୋଇଥିଲା । ନିକଟରେ ମୁସଲମାନ ସମ୍ପ୍ରଦାୟ ବିରୋଧରେ ହିଂସା ବୃଦ୍ଧି ପା‌ଇଥିବା ଏବଂ ସେମାନେ ଦେଶରେ ଅସୁରକ୍ଷିତ ମନେ କରୁଥିବା ସଙ୍କଠନ ଅଭିଯୋଗ କରିଛି। ସକରାର ସବୁ ଜାଣି ମଧ୍ୟ ନିରବ ରହୁଛନ୍ତି। ତେଣୁ ଭାରତର ମଳିନ ହୋଇଥିବା ଛବିକୁ ସଜାଡ଼ି ସକରାତ୍ମ ଦିଗରେ ତିଆରି କରିବା ପାଇଁ ସଙ୍ଗଠନ ଦାବି କରିଛି।

India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe