କୋଭିଡ ଭଳି ସ୍ଥିତି ସୃଷ୍ଟି କରିପାରେ ଏଚ୩ଏନ୨ ଭାଇରସ

ସଂକ୍ରମିତ ହେବାର ଆଶଙ୍କା ଅଧିକ ଥିବା ବୟସ୍କ ଓ ବହୁବିଧି ରୋଗୀମାନେ ଆଇସୋଲେସନରେ ରହିପାରିବେ। ସମସ୍ତଙ୍କୁ ଟିକା ନେବା ମଧ୍ୟ ଜରୁରୀ। ଟିକା ଦ୍ୱାରା ଜଣେ ବ୍ୟକ୍ତିଙ୍କ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।

Virus PhotoTwitter

representational image

Hemant Lenka
  • Published: Monday, 13 March 2023
  • Updated: 13 March 2023, 05:30 PM IST

Sports

Latest News

ବର୍ତ୍ତମାନ ଦେଶରେ ଇନଫ୍ଲୁଏଞ୍ଜା ଏଚ୩ଏନ୨ ଭାଇରସର ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଏଥିଯୋଗୁ ଲୋକମାନେ ଥଣ୍ଡା,କାଶ ଓ ଜ୍ୱରରେ ପୀଡ଼ିତ ହେଉଛନ୍ତି। ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଲୋକମାନଙ୍କୁ ସତର୍କ କରାଇଛନ୍ତି ସରକାର। ତେବେ ପଦ୍ମଶ୍ରୀ ଡାକ୍ତର ରଣଦୀପ ଗୁଲେରିଆ ଏହି ସଂକ୍ରମଣକୁ ନେଇ ବଡ଼ ବୟାନ ଦେଇଛନ୍ତି।

ଯଦି ସମସ୍ତେ ସତର୍କ ନ ରହିବେ, ତା’ହେଲେ ଇନଫ୍ଲୁଏଞ୍ଜା ଏ ଟାଇପ ଏଚ୩ଏନ୨ ଭାଇରସ କରୋନା ଭଳି ସ୍ଥିତି ସୃଷ୍ଟି କରିପାରେ। ତାଙ୍କ ମତରେ ଏହି ଭାଇରସ ଦ୍ରୁତଗତିରେ ପୂରା ବିଶ୍ୱରେ ମାଡ଼ିବାରେ ଲାଗିଛି। ତେଣୁ ତୁରନ୍ତ ଏହାର ମୁକାବିଲା କରାଯିବା ଦରକାର ବୋଲି ସେ କହିଛନ୍ତି।

କରୋନା ସମୟରେ ଦେଶର କୋଭିଡ୍ ଟ୍ୟାକ୍ସ ଫୋର୍ସର ନେତୃତ୍ୱ ନେଇଥିବା ଡାକ୍ତର ଗୁଲେରିଆ କହିଛନ୍ତି ଯେ ଏବେ ସ୍ଥିତି ଯାହା ଲୋକମାନେ ମାସ୍କ ପିନ୍ଧନ୍ତୁ ଓ ହାତ ନିୟମିତ ଧୁଅନ୍ତୁ। ସଂକ୍ରମିତ ହେବାର ଆଶଙ୍କା ଥିବା ଓ ବହୁବିଧ ରୋଗରେ ପୀଡ଼ିତ ଲୋକମାନେ କରୋନା ବେଳେ ଯେଉଁଭଳି ନିଜକୁ ଆଇସୋଲେସନରେ ରଖୁଥିଲେ, ଏବେ ସମାନ ନିୟମ ପାଳନ କରନ୍ତୁ। ସମସ୍ତେ ଟିକା ମଧ୍ୟ ନିଅନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି।

Also Read

ନାଗପୁରରେ ଏକାଡେମୀ ଅଫ ମେଡିକାଲ ସାଇନ୍ସ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଡାକ୍ତର ଗୁଲେରିଆ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ତାଙ୍କୁ ଏଚ୩ଏନ୨ ଭାଇରସ ସମ୍ପର୍କରେ ପଚରାଯାଇଥିଲା। ଏହାର ଜବାବରେ ସେ କୋଭିଡର ଉଚିତ ବ୍ୟବହାର ନିୟମ ପାଳନ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି।

କ’ଣ ଭାଇରସରୁ ରକ୍ଷା ପାଇବା ପାଇଁ ମାସ୍କ ପୁଣି ବାଧ୍ୟତାମୂଳକ କରାଯିବା ଦରକାର? ଏହାର ଉତ୍ତରରେ ଡାକ୍ତର ଗୁଲେରିଆ କହିଛନ୍ତି, “ମାସ୍କର ବ୍ୟବାହାର ଜରୁରୀ। କାରଣ ଏହା ଏକ ଡ୍ରପଲେଟ ସଂକ୍ରମଣ। କାଶ ଓ ଛିଙ୍କ ଦ୍ୱାରା ଏହା ବ୍ୟାପୁଛି। ବେଳେବେଳେ ଛୋଟ ପିଲାମାନେ ସ୍କୁଲରେ ସଂକ୍ରମଣର ଶୀକାର ହୁଅନ୍ତି। ଏହାପରେ ଭାଇରସ ବହୁବିଧି ରୋଗରେ ପୀଡ଼ିତ ବୟସ୍କ ଲୋକମାନଙ୍କୁ ସଂକ୍ରମିତ କରେ। ତେଣୁ ଆମକୁ ମାସ୍କ ପିନ୍ଧିବା ଦରକାର। ଏଥିସହ ନିୟମିତ ହାତ ଧୋଇବା ଓ ସାମାଜିକ ଦୂରତା ଅବଲମ୍ବନ କରିବା ମଧ୍ୟ ଉଚିତ।

ଦ୍ୱିତୀୟ ବିକଳ୍ପ ହେଲା ସଂକ୍ରମିତ ହେବାର ଆଶଙ୍କା ଅଧିକ ଥିବା ବୟସ୍କ ଓ ବହୁବିଧି ରୋଗୀମାନେ ଆଇସୋଲେସନରେ ରହିପାରିବେ। ସମସ୍ତଙ୍କୁ ଟିକା ନେବା ମଧ୍ୟ ଜରୁରୀ। ଟିକା ଦ୍ୱାରା ଜଣେ ବ୍ୟକ୍ତିଙ୍କ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।”

ଇନଫ୍ଲୁଏଞ୍ଜା ପାଇଁ ସବୁ ବର୍ଷ ନୂଆ ଟିକା ଆସୁଛି ଓ quadrivalent ଟିକା ଉଭୟ ଇନଫ୍ଲୁଏଞ୍ଜା ଏ, ବି ଏବଂ ଏହାର ସମସ୍ତ ସବଟାଇପରୁ ସୁରକ୍ଷା ଦେବ ବୋଲି ମଧ୍ୟ ସେ କହିଛନ୍ତି। ଇନଫ୍ଲୁଏଞ୍ଜା ଗୋଟିଏ ବାର୍ଷିକ ସ୍ଥିତି। ହେଲେ ଚଳିତ ବର୍ଷ ବିଭିନ୍ନ କାରଣ ପାଇଁ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି। ଇନ‍ଫ୍ଲୁଏଞ୍ଜା ଏ ସବଟାଇପ ଏଚ୧ଏନ(ସ୍ୱାଇନ ଫ୍ଲୁ) ଭାଇରସ ୨୦୦୯ରେ ତା’ର ଉପସ୍ଥିତି ଜାହିର କରିଥିଲା।

ଏବେ ଏଚ୩ଏନ୨ ଭାଇରସର ଆସିଛି। ପୂର୍ବରୁ ମଧ୍ୟ ଏହା ରିପୋର୍ଟ ହୋଇଥିଲା। କିନ୍ତୁ ଚଳିତ ଥର ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ତେଣୁ ଏହା ଅଧିକ ବେଗରେ ସଂକ୍ରମିତ କରୁଛି। ଆମେ କୋଭିଡର ଉଚିତ ବ୍ୟବହାର ସବୁ ପ୍ରକାରର ଶ୍ୱାସଜନିତ ରୋଗ ପାଇଁ ପାଳନ କରିବାକୁ କହୁଛୁ। କିନ୍ତୁ ଲୋକମାନେ ମାସ୍କ ପିନ୍ଧୁ ନାହାନ୍ତି କିମ୍ବା ସାମାଜିକ ଦୂରତା ଅବଲମ୍ବନ କରୁ ନାହାନ୍ତି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story