ISRO ମୁଖ୍ୟ ଏସ୍‌ ସୋମନାଥଙ୍କୁ କ୍ୟାନ୍‌ସର୍‌

ଭାରତର ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ୍‌-୧ ଲଞ୍ଚ ବେଳେ ତାଙ୍କୁ କ୍ୟାନ୍‌ସର୍‌ ହୋଇଥିବା ନେଇ ଜଣାପଡିଥିଲା।

S Somanath

ଇସ୍ରୋ ମୁଖ୍ୟ ଏସ୍‌ ସୋମନାଥ

Madhupriya Mistry
  • Published: Monday, 04 March 2024
  • Updated: 04 March 2024, 03:18 PM IST

Sports

Latest News

ଇସ୍ରୋ ମୁଖ୍ୟ ଏସ୍‌ ସୋମନାଥଙ୍କୁ କ୍ୟାନ୍‌ସର। ଏକ ଇଣ୍ଟରଭ୍ୟୁରେ ଏନେଇ ସେ ଖୋଦ୍‌ ଜଣାଇଛନ୍ତି। ଭାରତର ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ୍‌-୧ ଲଞ୍ଚ ବେଳେ ତାଙ୍କୁ କ୍ୟାନ୍‌ସର୍‌ ହୋଇଥିବା ନେଇ ଜଣାପଡିଥିଲା ବୋଲି ସେ କହିଛନ୍ତି।

ସେ କହିଛନ୍ତି, ଚନ୍ଦ୍ରଯାନ-୩ ମିଶନ ଲଞ୍ଚ ବେଳେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇଥିଲା। କିନ୍ତୁ ସେତେବେଳେ ଠିକ୍‌ ଭାବେ କିଛି ଜଣା ପଡିନଥିଲା। ହେଲେ ଗତବର୍ଷ ସେପ୍ଟେମ୍ବର ୨ ତାରିଖରେ ଆଦିତ୍ୟ ଏଲ୍‌-୧ ମିଶନ ଲଞ୍ଚ ବେଳେ ରୋଗ ଜଣାପଡିଥିଲା। ପେଟର ସ୍କାନ୍‌ କରିବା ବେଳେ ଭିତରେ କିଛି ବଢ଼ୁଥିବା ଜଣାପଡିଥିଲା। ଏହାପରେ ଡାକ୍ତରମାନେ ଏହାକୁ କ୍ୟାନ୍‌ସର ବୋଲି କହିଥିଲେ। ଏହି ଖବର ଜଣାପଡିବା ପରେ ସେ ଆଉ ତାଙ୍କ ପରିବାର ଚିନ୍ତିତ ହୋଇପଡିଥିଲେ ବୋଲି ସେ କହିଛନ୍ତି।

Also Read

ଆଦିତ୍ୟ ଏଲ୍‌-୧ ମିଶନ ଲଞ୍ଚ ପରେ ଏସ୍‌. ସୋମନାଥ ନିଜ ପେଟର ସ୍କାନିଂ କରିଥିଲେ। ଏହାପରେ ଅଧିକ ଚିକିତ୍ସା ପାଇଁ ସେ ଚେନ୍ନାଇ ଯାଇଥିଲେ। ସେଠାରେ ତାଙ୍କୁ ଏହି ରୋଗ ଜେନେଟିକଲି ମିଳିଛି ବୋଲି ଜାଣିବାକୁ ପାଇଥିଲେ। ଏହାପରେ ତାଙ୍କର ସର୍ଜରୀ କରାଯାଇଥିଲା। ପରେ ତାଙ୍କର କେମୋଥେରାପି ଚାଲିଲା। ଏବେ ଏଭଳି ଆଉ କିଛି ନାହିଁ। ଏବେ ସେ ପୂରାପୁରି ସୁସ୍ଥ ଅଛନ୍ତି। ବର୍ତ୍ତମାନ କେବଳ ଔଷଧ ଜାରି ରହିଛି ବୋଲି ସେ କହିଛନ୍ତି।

କ୍ୟାନ୍‌ସରରୁ ପୂରାପୁରି ସୁସ୍ଥ ହେବା ପାଇଁ ଓ ଏହାର ଚିକିତ୍ସା କରିବା ପାଇଁ ଦୀର୍ଘ ସମୟ ଲାଗିବ। ଏହା ଏକ ଲମ୍ବା ପ୍ରକ୍ରିୟା। କିନ୍ତୁ ଏହି ଯୁଦ୍ଧ ମୁଁ ଲଢ଼ିବି। ପୂର୍ବାପେକ୍ଷା ଏବେ ଠିକ୍‌ ଅଛି। ମୁଁ କେବଳ ୪ ଦିନ ହସ୍ପିଟାଲରେ ଥିଲି। ବିନା କୌଣସି ଯନ୍ତ୍ରଣାରେ ୫ମ ଦିନ ମୁଁ ମୋ ଡ୍ୟୁଟିକୁ ଫେରିଛି। ଲଗାତର ମେଡିକାଲ ଚେକ୍‌ଅପ୍‌ ଓ ସ୍କାନିଂ ଚାଲିଛି। ମୁଁ ପୂରାପୁରି ସୁସ୍ଥ ଅଛି। ନିଜ କାମ ଓ ଇସ୍ରୋର ମିଶନ ଉପରେ ଧ୍ୟାନ ଦେଉଛି ବୋଲି ଏସ୍‌. ସୋମନାଥ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story