Advertisment

'ବଞ୍ଚିବା ଅପେକ୍ଷା ଜେଲ୍‌ରେ ମରିଯିବା ଭଲ'

ଶନିବାର ଦିନ ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟରେ ହାଜର ହେବା ସମୟରେ ବିଚାରପତିଙ୍କ ଆଗରେ ସେ ଏଭଳି ଭାବୁକ ହୋଇପଡିଛନ୍ତି।

author-image
Manoj Swain

'ମୁଁ ଜୀବନର ସମସ୍ତ ଆଶା ହରାଇ ଦେଇଛି। ଏଭଳି ସ୍ଥିତିରେ ବଞ୍ଚିବା ଅପେକ୍ଷା ଜେଲ୍‌ରେ ମରିଯିବା ଭଲ।' ଏଭଳି କିଛି କୋର୍ଟ ହାତ ଯୋଡି କହିଛନ୍ତି ଜେଟ୍‌ ଏୟାରବେଜର ମାଲିକ ନରେଶ ଗୋଏଲ୍‌। ଶନିବାର ଦିନ ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟରେ ହାଜର ହେବା ସମୟରେ ବିଚାରପତିଙ୍କ ଆଗରେ ସେ ଏଭଳି ଭାବୁକ ହୋଇପଡିଛନ୍ତି। କାନାରା ବ୍ୟାଙ୍କର ୫୩୮ କୋଟି ଟଙ୍କା ଠକେଇ ମାମଲାରେ ନରେଶ ଗୋଏଲ ଏବେ ମୁମ୍ବାଇ ଆର୍ଥର ରୋଡ୍‌ ଜେଲ୍‌ରେ ଅଛନ୍ତି।  

Advertisment
Naresh Goyal Jet Airways