କେ. ସଞ୍ଜୟ ମୂର୍ତ୍ତୀ ନୂଆ ସିଏଜି ନିଯୁକ୍ତ

କେ. ସଞ୍ଜୟ ମୂର୍ତ୍ତୀଙ୍କୁ ନୂଆ କମ୍ପଟ୍ରୋଲର୍ ଏବଂ ଅଡିଟର ଜେନେରାଲ୍ (CAG) ଭାବରେ ନିଯୁକ୍ତ କରିଛନ୍ତି ଭାରତ ସରକାର। ଅଗଷ୍ଟ ୨୦୨୦ରୁ ସିଏଜି ଭାବେ କାର୍ଯ୍ୟ କରୁଥିବା ଗିରିଶ ଚନ୍ଦ୍ର ମୁର୍ମୁଙ୍କ କାର୍ଯ୍ୟକାଳ ଶେଷ ହେଉଛି।

K Sanjay Murthy (File Photo)

କେ. ସଞ୍ଜୟ ମୂର୍ତ୍ତୀ (ଫାଇଲ ଫଟୋ)

Debadatta Aryashrestha
  • Published: Monday, 18 November 2024
  • Updated: 18 November 2024, 10:29 PM IST

Sports

Latest News

ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ କେ. ସଞ୍ଜୟ ମୂର୍ତ୍ତୀଙ୍କୁ ନୂଆ କମ୍ପଟ୍ରୋଲର୍ ଏବଂ ଅଡିଟର ଜେନେରାଲ୍ (CAG) ଭାବରେ ନିଯୁକ୍ତ କରିଛନ୍ତି ଭାରତ ସରକାର। ଆନ୍ଧ୍ରପ୍ରଦେଶ କ୍ୟାଡରର ୧୯୮୯ ବ୍ୟାଚ୍ ଆଇଏଏସ୍ ଅଧିକାରୀ ମୂର୍ତ୍ତୀ ବର୍ତ୍ତମାନ ଶିକ୍ଷା ମନ୍ତ୍ରାଳୟରେ ଉଚ୍ଚଶିକ୍ଷା ବିଭାଗର ସଚିବ ଭାବରେ କାର୍ଯ୍ୟ କରୁଛନ୍ତି।

ସଚିବ ଭାବରେ ବର୍ତ୍ତମାନ ଉଚ୍ଚଶିକ୍ଷା ସହ ଜଡିତ ବିଭିନ୍ନ ନୀତିର ତଦାରଖ କରିବାରେ କେ. ସଞ୍ଜୟ ମୂର୍ତ୍ତୀ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। କେବଳ ସେତିକି ନୁହେଁ, ବିଭିନ୍ନ ସରକାରୀ ପଦକ୍ଷେପଗୁଡିକୁ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ କରିବାରେ ମଧ୍ୟ ସେ ବେଶ ତତ୍ପର ଥିଲେ। କ୍ଷେତ୍ରର ଅଭିବୃଦ୍ଧି ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରୁଥିଲେ କେ. ସଞ୍ଜୟ ମୂର୍ତ୍ତୀ।

Also Read

ଅଗଷ୍ଟ ୨୦୨୦ରୁ ସିଏଜି ଭାବେ କାର୍ଯ୍ୟ କରୁଥିବା ଗିରିଶ ଚନ୍ଦ୍ର ମୁର୍ମୁଙ୍କ କାର୍ଯ୍ୟକାଳ ଶେଷ ହେଉଛି। ସିଏଜି ଭାବରେ ନିଯୁକ୍ତ ହେବା ପୂର୍ବରୁ ଗିରିଶ ଚନ୍ଦ୍ର ମୁର୍ମୁ ଜମ୍ମୁ କଶ୍ମୀରର ନୂତନ ଭାବେ ଗଠିତ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଥମ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଥିଲେ। ତେବେ ପ୍ରଶାସନ ଏବଂ ଶାସନ କ୍ଷେତ୍ରରେ ମୂର୍ତ୍ତୀଙ୍କର ମଧ୍ୟ ବିପୁଳ ଅଭିଜ୍ଞତା ରହିଛି। ଶିକ୍ଷା ମନ୍ତ୍ରାଳୟରେ ଶିକ୍ଷାଗତ ନୀତି ପରିଚାଳନାରେ ତାଙ୍କର ପୃଷ୍ଠଭୂମି ଏବଂ ବ୍ୟାପକ ଅମଲାତାନ୍ତ୍ରିକ ଅଭିଜ୍ଞତା ଥିବାରୁ ଭାରତ ସରକାରଙ୍କ ଆକାଉଣ୍ଟଗୁଡିକର ଅଡିଟ୍ କରିବା ଏବଂ ସାଧାରଣ ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା ଦିଗରେ ମଧ୍ୟ ସେ ନିଜର ଦକ୍ଷତା ପ୍ରଦର୍ଶନ କରିପାରିବେ ବୋଲି ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story