Advertisment

ବିକ୍ରମାଦିତ୍ୟଙ୍କୁ ପଛରେ ପକାଇଲେ କଙ୍ଗନା

୧୦ ହଜାର ଭୋଟ୍‌ରେ ଆଗୁଆ ଅଛନ୍ତି କଙ୍ଗନା।

author-image
Madhupriya Mistry
Vikramadiya and Kangana

Vikramadiya and Kangana

ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ ଗଣନା ଆରମ୍ଭ ହୋଇଛି ଏବଂ କେଉଁ ଦଳ ଆଗରେ ରହିଛି ଟ୍ରେଣ୍ଡ ମଧ୍ୟ ଆରମ୍ଭ ହୋଇଯାଇଛି। ଟ୍ରେଣ୍ଡରେ ଏନଡିଏ ଡବଲ୍‌ ସେଞ୍ଚୁରୀ ପାର୍‌ କରିଛି । ଏଥି ସହିତ ବିରୋଧୀ ଦଳ ମଧ୍ୟ ଟକ୍କର ଦେଉଛି। ଚାଲିଛି ନେକ୍‌ଟୁ ନେକ୍‌ ଫାଇଟ୍‌।

Advertisment

ହିମାଚଳ ପ୍ରଦେଶର ମଣ୍ଡି ଆସନରୁ ବିଜେପି ପ୍ରାର୍ଥୀ କଙ୍ଗନା ରାଣାୱତ ଆଗରେ ଥିବା ସୂଚନା ମିଳିଛି। ସେ ୧୦ ହଜାର ଭୋଟ୍‌ରେ ଆଗୁଆ ଅଛନ୍ତି। ସେହିପରି ଢ଼େର ପଛରେ ରହିଛନ୍ତି କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ୟ ସିଂହ।

କଙ୍ଗନାକୁ ବର୍ତ୍ତମାନ ସୁଦ୍ଧା ୬୭୩୫୪ ଭୋଟ୍‌ ମିଳିଛି। ସେହିପରି ବିକ୍ରମାଦିତ୍ୟ ସିଂହଙ୍କୁ ୫୬୮୫୭ ଭୋଟ୍‌ ମିଳିଛି।

Advertisment
LokSabha Election Results 2024