ଦଳ ଛାଡ଼ିଲେ ବିଜେପି ବିଧାୟକ ଗୋପାଳକୃଷ୍ଣ, କଂଗ୍ରେସରେ ମିଶିବେ

ଇସ୍ତଫା ଦେବା ପୂର୍ବରୁ ସେ ରାଜ୍ୟ କଂଗ୍ରେସ ମୁଖିଆ ଡିକେ ଶିବକୁମାର ଓ ବରିଷ୍ଠ ନେତା ସିଦ୍ଧରମୈୟାଙ୍କୁ ଭେଟିଥିଲେ।

BJP MLA NY Gopalakrishna PhotoTwitter

ବିଜେପି ବିଧାୟକ ଗୋପାଳକୃଷ୍ଣ (ଫାଇଲ ଫଟୋ)

Hemant Lenka
  • Published: Saturday, 01 April 2023
  • Updated: 01 April 2023, 10:59 AM IST

Sports

Latest News

କର୍ଣ୍ଣାଟକା ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଦଳ ବଦଳ ରାଜନୀତି ସେତିକି ଜୋର ଧରୁଛି। ପୂର୍ବରୁ ଏକାଧିକ ବିଧାୟକ ଓ ପୂର୍ବତନ ବିଧାୟକ ବିଜେପି ଛାଡ଼ିଥିବା ବେଳେ ଏବେ ବରିଷ୍ଠ ନେତା ଏନୱାଇ ଗୋପାଳକୃଷ୍ଣ ସମାନ ପଦକ୍ଷେପ ଗ୍ରହଣ କରିଛନ୍ତି। କୁଡିଲିଗି ଆସନରୁ ବିଜୟୀ ହୋଇଥିବା ବିଜେପି ବିଧାୟକ ଗୋପାଲକୃଷ୍ଣ ଦଳରୁ ଇସ୍ତଫା ଦେଇଛନ୍ତି। ସେ ଖୁବଶୀଘ୍ର କଂଗ୍ରେସରେ ମିଶିବେ ବୋଲି ଜଣାପଡ଼ିଛି।

ଶୁକ୍ରବାର ସେ କର୍ଣ୍ଣାଟକା ବିଧାନସଭା ବାଚସ୍ପତି ବିଶେଶ୍ୱର ହେଗଡେ କାଗେରିଙ୍କୁ ତାଙ୍କ ଅଫିସରେ ଭେଟିଥିଲେ। ତାଙ୍କ ସହ ଆଲୋଚନା କରିବା ପରେ ସେ ନିଜର ଇସ୍ତଫାପତ୍ର ତାଙ୍କ ନିକଟରେ ଦାଖଲ କରିଥିଲେ।

ଇସ୍ତଫା ଦେବା ପୂର୍ବରୁ ସେ ରାଜ୍ୟ କଂଗ୍ରେସ ମୁଖିଆ ଡିକେ ଶିବକୁମାର ଓ ବରିଷ୍ଠ ନେତା ସିଦ୍ଧରମୈୟାଙ୍କୁ ଭେଟିଥିଲେ। ଉଭୟଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିବା ପରେ ସେ ବିଜେପିରୁ ଇସ୍ତଫା ଦେଇଛନ୍ତି।

Also Read

ଗୋପାଳକୃଷ୍ଣ ପୂର୍ବରୁ କଂଗ୍ରେସରେ ଥିଲେ। ସେ ଚିତ୍ରଦୁର୍ଗା ଜିଲ୍ଲାରେ ଥିବା ମୋଲାକାଲମୁରୁ ଆସନରୁ ୧୯୯୭,୧୯୯୯, ୨୦୦୪ ଓ ୨୦୦୮ରେ ବିଜୟୀ ହୋଇଥଲେ। ୨୦୧୮ରେ ତାଙ୍କୁ କଂଗ୍ରେସ ଟିକେଟ ନ ଦେବାକୁ ସେ ଠିକ୍‌ ନିର୍ବାଚନ ପୂର୍ବରୁ ବିଜେପିରେ ମିଶିଥିଲେ।

ଦଳ ତାଙ୍କୁ ମୋଲାକାଲମୁରୁ ବଦଳରେ କୁଡଲିଗି ଆସନରୁ ପ୍ରାର୍ଥୀ କରିଥିଲା। ସେ ଉକ୍ତ ଆସନରେ ଜିତି ବିଧାନସଭାକୁ ଯାଇଥିଲେ। ଏବେ ସେ ବିଜେପି ଛାଡ଼ି ପୁଣି କଂଗ୍ରେସକୁ ଫେରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଏହାପୂର୍ବରୁ ବିଜେପିର ୨ ଜଣ ବିଧାନ ପରିଷଦ ସଦସ୍ୟ ଦଳ ଛାଡ଼ି କଂଗ୍ରେସରେ ମିଶିଥିଲେ। ସେହିପରି ମାର୍ଚ୍ଚ ୨୭ରେ ବିଧାୟକ ପଦରୁ ଇସ୍ତଫା ଦେଇଥିବା ଜେଡିଏସ୍‌ ନେତା ଏସ ଆର ଶ୍ରୀନିବାସ ଗୁରୁବାର କଂଗ୍ରେସ ହାତ ଧରିଥିଲେ। ଆଗକୁ ମଧ୍ୟ ଅନେକ ବରିଷ୍ଠ ରାଜନେତା ନିଜ ନିଜର ଦଳ ଛାଡ଼ି କଂଗ୍ରେସରେ ମିଶିବେ ବୋଲି ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story