କୋଲକାତା ଆର ଜି କର ମେଡିକାଲ କଲେଜରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ଏହା ପୂର୍ବରୁ ଡାକ୍ତରଙ୍କୁ ହତ୍ୟା ଦୁଷ୍କର୍ମ ଘଟଣା ଓ ୧୫ ତାରିଖରେ ମେଡିକଲାରେ ଭଙ୍ଗାରୁଜା ଘଟଣାରେ ଆଜି ସୁପ୍ରିମକୋର୍ଟଙ୍କ ନିକଟରେ ଷ୍ଟାଟସ ରିପୋର୍ଟ ଦାଖଲ ସିବିଆଇ ଓ ପଶ୍ଚିମବଙ୍ଗ ରାଜ୍ୟ ସରକାର।
ଏହି ନିର୍ଦ୍ଦେଶ ଅନୁସାରେ ତଦନ୍ତକାରୀ ସଂସ୍ଥା ଓ ପଶ୍ଚିମବଙ୍ଗ ସରକାର ଆଜି ଅର୍ଥାତ ୨୨ ତାରିଖରେ ସେମାନଙ୍କର ଭିନ୍ନ ଭିନ୍ନ ତଦନ୍ତର ଅଗ୍ରଗତି ନେଇ ଷ୍ଟାଟସ ରିପୋର୍ଟ ପ୍ରଦାନ କରିବେ। ସିବିଆଇ ସିଲଡ ଲଫାଫାରେ ତଦନ୍ତର ଅଗ୍ରଗତି ରିପୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନିକଟରେ ପ୍ରଦାନ କରିବ।
Also Read
ରିପୋର୍ଟରେ ମୁଖ୍ୟତଃ ତଦନ୍ତର ବର୍ତ୍ତମାନର ସ୍ଥିତି, ପଲିଗ୍ରାଫ୍ ଟେଷ୍ଟ ଓ ଅନ୍ୟ ସାଇଣ୍ଟିଫିକ୍ ଅନୁସନ୍ଧାନର ତଥ୍ୟ, ତଦନ୍ତର ଦିଗ, ଭବିଷ୍ୟତର ପଦକ୍ଷେପ ଆଦି ସମ୍ପର୍କରେ ସ୍ପଷ୍ଟ କରିବ ସିବିଆଇ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ରାହୁଲ ଗାନ୍ଧିଙ୍କୁ ଚିଠି ଲେଖିଲା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ, ନେହରୁଙ୍କ ଚିଠି ଫେରସ୍ତ ମାଗିଲା
ସମସ୍ତ ଚିଠିଗୁଡ଼ିକୁ ଫେରସ୍ତ କରିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଚିଠି ଲେଖିଛି ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଓ ପୁସ୍ତକାଳୟ ସୋସାଇଟି (PMML) ।
National
ଚେକିଂ ବେଳେ କନଷ୍ଟେବଳଙ୍କ ଉପରେ ମାଡ଼ିଗଲା ଟ୍ରକ୍, ଭିତରେ ଥିଲା ୪ କୋଟିର ଡ୍ରଗ୍ସ
ପୁଲିସ୍ ଫେରାର ହୋଇଯାଇଥିବା ଟ୍ରକ୍ର ପିଛା କରି ଡ୍ରାଇଭର ଓ ହେଲପରଙ୍କୁ ବାନ୍ଧିଛି। ଏଥିସହ ଟ୍ରକ୍ରୁ ୪ କୋଟିରୁ ଅଧିକ ମୂଲ୍ୟର ମାଦକ ଦ୍ରବ୍ୟ ଜବତ କରିଛି।।
National
ଫ୍ରେଶର ପାର୍ଟିରେ ଗଣ୍ଡଗୋଳ; ବାଉନ୍ସରଙ୍କ ମାଡ଼ରେ ଛାତ୍ର ଗୁରୁତର
କଲେଜ ପରିସରରେ ଚାଲିଥିବା ଫ୍ରେଶର ପାର୍ଟି। ନାଚଗୀତରେ ମାତିଥିଲେ ଛାତ୍ରମାନେ। ଏହି ସମୟରେ ଆରମ୍ଭ ହେଲା ମହାଭାରତ ।
National
ପ୍ରେମିକା ସହ ମିଶି ପତ୍ନୀ ତଣ୍ଟି ଚିପିଥିଲେ, ବର୍ଷେ ପରେ ବନ୍ଧା ହେଲେ
ଭଲ ପାଇବା ରାସ୍ତାରେ ପତ୍ନୀ କଣ୍ଟା ହେବାରୁ ତାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କଲେ। ପ୍ରେମିକା ସହ ମିଶି ପତ୍ନୀଙ୍କ ତଣ୍ଟି ଚିପି ଦେଲେ।
National
କାର୍କୁ ମୁହାଁମୁହିଁ ପିଟିଲା ଟ୍ରକ୍; ୬ ମୃତ, ୭ ଗୁରୁତର
ଏକ ଟ୍ରକ୍ ଓ ଏସୟୁଭି କାର୍ ମୁହାଁମୁହିଁ ଧକ୍କା ହେବା ପରେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୭ ଜଣ ଗୁରୁତର ହୋଇଛନ୍ତି।