ଅଭୟାଙ୍କ ପାଇଁ କୋଲକାତ ଅନ୍ଧାର, ରାତି ଉଜାଗର ରହି ମାଗୁଛନ୍ତି ନ୍ୟାୟ

କୋଲକାତାର ବିଭିନ୍ନ ସ୍ଥାନରେ ଗତକାଲି ଲାଇଟ୍ ଅଫ କରି କ୍ୟାଣ୍ଡେଲ ଜାଳି ଲୋକେ ପ୍ରତିବାଦ ଜଣାଇଥିଲେ।

Kolkata Protest

ଘଟଣାସ୍ଥଳର ଚିତ୍ର

Madhupriya Mistry
  • Published: Thursday, 05 September 2024
  • Updated: 05 September 2024, 08:27 AM IST

Sports

Latest News

ଅଭୟାଙ୍କ ପାଇଁ ଅନ୍ଧାର ହେଲା କୋଲକାତା। ପୀଡ଼ିତା ଅଭୟାଙ୍କୁ ନ୍ୟାୟ ଦାବି ଲାଇଟ୍‌ ଅଫ୍‌ କରି ରାସ୍ତାକୁ ଓହ୍ଲାଇଲେ ଆନ୍ଦୋଳନକାରୀ। ବୁଧବାର ପଶ୍ଚିମବଙ୍ଗର ରାଜଧାନୀରେ ଦେଖିବାକୁ ମିଳିଛି ଏଭଳି କିଛି ଅଦ୍ଭୁତପୂର୍ବ ଆନ୍ଦୋଳନ। ସାରା ରାତି ଉଜାଗର ରହି ନ୍ୟାୟ ମାଗୁଛନ୍ତି ସାଧାରଣ ଲୋକେ।

କୋଲକାତା ସହରର ସାରା ବ୍ୟାପିଗଲାଣି ବିକ୍ଷୋଭ ଓ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ। ଅଭୟାକାଣ୍ଡର ଦୃଢ଼ ପ୍ରତିବାଦ ଓ ପୀଡ଼ିତା ଡାକ୍ତରଙ୍କୁ ନ୍ୟାୟ ଦାବିରେ ଗତକାଲି କୋଲକାତା ବ୍ୟାପୀ ସାରା ରାତି ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଭିନ୍ନ ବର୍ଗର ଲୋକେ। କ୍ୟାଣ୍ଡେଲ ଜାଳି ରାସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

Also Read

ସେପଟେ ଅଭୟାଙ୍କ ନ୍ୟାୟ ଦାବିରେ ଚାଲିଥିବା ଡାକ୍ତରଙ୍କ ଆନ୍ଦୋଳନରେ କାଲି ସାମିଲ ହୋଇଥିଲେ ଅଭୟାଙ୍କ ପରିବାର ସଦସ୍ୟ। କୋଲକାତାର ବିଭିନ୍ନ ସ୍ଥାନରେ ଗତକାଲି ଲାଇଟ୍ ଅଫ କରି କ୍ୟାଣ୍ଡେଲ ଜାଳି ଲୋକେ ପ୍ରତିବାଦ ଜଣାଇଥିଲେ। ସହରବ୍ୟାପି ଲାଇଟ୍ ବନ୍ଦ କରାଯିବା ସହ ବିକ୍ଷୋଭ କରାଯାଇଥିଲା। ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦା ବୋସ ମଧ୍ୟ ଲାଇଟ୍ ବନ୍ଦ କରି ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ।

ସେପଟେ ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ପ୍ରତିବାଦରେ ଡାକ୍ତରମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଡାକ୍ତରମାନଙ୍କୁ କାର୍ଯ୍ୟରେ ଯୋଗ ଦେବା ସହ ନ୍ୟାୟ ପାଇଁ ସୁପ୍ରିମ୍‌କୋର୍ଟଙ୍କ ଉପରେ ଭରସା କରିବାକୁ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ)ର ସଭାପତି ଅନୁରୋଧ କରିଛନ୍ତି।

ଆର୍‌ଜି କରର ଯୁବ ସ୍ନାତକୋତ୍ତର ଡାକ୍ତରଙ୍କ ମୃତ୍ୟୁ ପୂରା ଦେଶର ଦୋହଲାଇ ଦେଇଛି। ସେ ଜଣେ ଉଦୀୟମାନ ଡାକ୍ତର ହେବା ସହ ନିମ୍ନ ମଧ୍ୟବିତ୍ତ ବାପା-ମା'ଙ୍କ ଏକମାତ୍ର କନ୍ୟାସନ୍ତାନ ହୋଇଥିବାରୁ ସମଗ୍ର ଦେଶର କ୍ରୋଧ ଓ ନିରାଶା ପ୍ରକାଶ ପାଇଛି। ସମଗ୍ର ଦେଶ ତାଙ୍କୁ ନିଜ ଝିଅ ଭାବେ ଗ୍ରହଣ କରିଛି ବୋଲି ଆଇଏମ୍‌ଏର ଚିଠିରେ ଉଲ୍ଲେଖ କରାଯାଇଛି।

ଆଇଏମ୍‌ଏ ଅଧ୍ୟକ୍ଷ କହିଛନ୍ତି ଯେ ସମଗ୍ର ଡାକ୍ତରୀ ସମୁଦାୟ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟକୁ ମାନିବା ଉଚିତ। ସୁପ୍ରିମ୍‌କୋର୍ଟ ଏହି ପରିସ୍ଥିତିକୁ ନିଜଆଡୁ ଗ୍ରହଣ କରି ଏକ ଜାତୀୟ ଟାସ୍କଫୋର୍ସ ଗଠନ କରିଛନ୍ତି। ଅଦାଲତ ଉପରେ ଭରସା ରଖନ୍ତୁ। ଭାରତର ନାଗରିକ ହିସାବରେ ମାନ୍ୟବର ଅଦାଲତଙ୍କ ନିର୍ଦ୍ଦେଶକୁ ସମଗ୍ର ଡାକ୍ତରୀ ଜଗତ ମାନିବା ଉଚିତ। ଆଧୁନିକ ମେଡିସିନର ସମସ୍ତ ଡାକ୍ତର ନ୍ୟାୟ କଥା ସୁପ୍ରିମ୍‌କୋର୍ଟଙ୍କ ଉପରେ ଛାଡ଼ିଦେଇ ରୋଗୀସେବାକୁ ଫେରିବା ଉଚିତ ବୋଲି ଆଇଏମ୍‌ଏ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story