Advertisment

ଜଙ୍ଗଲ ଛାଡ଼ି ଚାଲିଯାଅ

ଜଙ୍ଗଲ ଛାଡ଼ି ଚାଲିଯାଅ। ନଚେତ ମୃତ୍ୟୁକୁ ଆଲିଙ୍ଗନ କର। ରକ୍ତମୁଖା ଲାଲଗଡ଼। ଭୟଭୀତ ଲୋକେ। ଜୀବନ ଭୟରେ ଗାଁ ଛାଡ଼ିଲେ ଏକାଧିକ ପରିବାର। ଉଦନ୍ତି ସୀତାନଦୀ ଅଭୟାରଣ୍ୟରୁ ନେଲେ ସନ୍ନ୍ୟାସ। ଆଉ ଏହା ହେଉଛି ଆକାଶ ମାର୍ଗରୁ ତାର ଚିତ୍ର। ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଏକ ଅଭୟାରଣ୍ୟରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ।

Forest Jungle Naxal Maoists
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe