ମହା ରାଜନୀତିରେ ମଧ୍ୟପ୍ରଦେଶ | Odisha Reporter
ଭୋଟକୁ ରହିଲା ଆଉ ମାତ୍ର ଚାରି ମାସ। ସମୟ ପାଉନାହାଁନ୍ତି ନେତା ନେବାକୁ ନିଃଶ୍ୱାସ। ମଧ୍ୟ ପ୍ରଦେଶ ମହାଯୁଦ୍ଧ ପାଇଁ ମାହୋଲ ଧୀରେଧୀରେ ଗରମ ହେଉଛି। ମଧ୍ୟ ଭାରତରେ ତାତି ଯେତିକି ବଢୁଛି ରାଜନୀତି ମଧ୍ୟ ସେତିକି ଜୋର ଧରୁଛି। ଆସନ୍ତା ନଭେମ୍ୱର ମାସରେ ୨୩୦ ଆସନ ବିଶିଷ୍ଟ ମଧ୍ୟ ପ୍ରଦେଶ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
