/odisha-reporter/media/post_attachments/uploadimage/library/16_9/16_9_0/IMAGE_1717483615.jpg)
Maharashtra Election
ଆଜି ଆସିବ ଚଳିତ ଲୋକସଭା ନିର୍ବାଚନର ଫଳାଫଳ। ଚାଲିଛି ଭୋଟ୍ ଗଣତି। ଏହାରି ଭିତରେ ମହାରାଷ୍ଟ୍ରରେ ରୋଚକ ହୋଇଛି ଟ୍ରେଣ୍ଡ। ଏଠାରେ ଖସୁଛି ଏନ୍ଡିଏ ଆଉ ଉପରକୁ ଉଠୁଛି INDIA।
Advertisment
ମହାରାଷ୍ଟ୍ରର ୪୮ଟି ଲୋକସଭା ଆସନରୁ ଇଣ୍ଡିଆ ମେଣ୍ଟ ୩୦ଟି ସିଟ୍ରେ ଆଗୁଆ ରହିଛି। ସେହିପରି ଏନ୍ଡିଏ ୧୭ଟି ଆସନରେ ଆଗରେ ରହିଛି।ଶିବସେନା (ୟୁବିଟି) ୧୧, କଂଗ୍ରେସ ୧୧, ଏନ୍ସିପି(ଏସ୍ପି)-୮, ବିଜେପି-୧୧, ଶିବସେନା(ସିନ୍ଦେ)-୫, ଏନ୍ସିପି(ଏପି)-୧ ସିଟ୍ରେ ଆଗୁଆ ଅଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
