Advertisment

ମହାରାଷ୍ଟ୍ରରେ ଖସୁଛି NDA, ଉଠୁଛି INDIA

ଇଣ୍ଡିଆ ମେଣ୍ଟ ୩୦ଟି ସିଟ୍‌ରେ ଆଗୁଆ ରହିଛି।

Maharashtra Election

Maharashtra Election

Advertisment

ଆଜି ଆସିବ ଚଳିତ ଲୋକସଭା ନିର୍ବାଚନର ଫଳାଫଳ। ଚାଲିଛି ଭୋଟ୍‌ ଗଣତି। ଏହାରି ଭିତରେ ମହାରାଷ୍ଟ୍ରରେ ରୋଚକ ହୋଇଛି ଟ୍ରେଣ୍ଡ। ଏଠାରେ ଖସୁଛି ଏନ୍‌ଡିଏ ଆଉ ଉପରକୁ ଉଠୁଛି INDIA।

Advertisment

ମହାରାଷ୍ଟ୍ରର ୪୮ଟି ଲୋକସଭା ଆସନରୁ ଇଣ୍ଡିଆ ମେଣ୍ଟ ୩୦ଟି ସିଟ୍‌ରେ ଆଗୁଆ ରହିଛି। ସେହିପରି ଏନ୍‌ଡିଏ ୧୭ଟି ଆସନରେ ଆଗରେ ରହିଛି।ଶିବସେନା (ୟୁବିଟି) ୧୧, କଂଗ୍ରେସ ୧୧, ଏନ୍‌ସିପି(ଏସ୍‌ପି)-୮, ବିଜେପି-୧୧, ଶିବସେନା(ସିନ୍ଦେ)-୫, ଏନ୍‌ସିପି(ଏପି)-୧ ସିଟ୍‌ରେ ଆଗୁଆ ଅଛି।

Maharashtra LokSabha Election Results 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe