ସ୍ତ୍ରୀ ଦେଉଥିଲେ ନିର୍ଯାତନା, ଅଭିଯୋଗ ରଖିଲାନି ପୁଲସ୍‌! ଏସ୍‌ପିଙ୍କ ଘର ସମ୍ମୁଖରେ ବିଷ ପିଇଲେ ସ୍ୱାମୀ

ପ୍ରଦୀପଙ୍କ ଭଉଣୀ ମୋନି କହିଛନ୍ତି, କିଛି ଦିନ ତଳେ ଈଶା ମୋ ଭାଇଙ୍କୁ ଗୁଳି କରି ମାରି ଦେବେ ବୋଲି ଧମକ ଦେଇଥିଲେ।

Dead Body

Representational Image

Jitendra Garnayak
  • Published: Sunday, 11 February 2024
  • Updated: 11 February 2024, 12:23 PM IST

Sports

Latest News

ସ୍ତ୍ରୀ ଦେଉଥିଲେ ନିର୍ଯାତନା। ଅଭିଯୋଗ କରିବାକୁ ଥାନାକୁ ଯାଇଥିଲେ ସ୍ୱାମୀ। ତାଙ୍କ ଅଭିଯୋଗ ଗ୍ରହଣ କଲା ନାହିଁ ପୁଲିସ୍। ଗୁହାରୀ କରିବାକୁ ସେ ପହଞ୍ଚିଥିଲେ ଏସ୍‌ପିଙ୍କ ବାସଭବନକୁ। ହେଲେ ଏସ୍‌ପିଙ୍କୁ ଭେଟିବାକୁ ତାଙ୍କୁ ଦିଆଗଲାନି ଅନୁମତି। ଏହା ପରେ ସେ ବିଷ ପିଇ ଦେଇଥିଲେ। ହସ୍‌ପିଟାଲ୍ ନେବା ବାଟରେ ତାଙ୍କ ମୃତ୍ୟୁ ଘଟିଥିଲା। ଏଭଳି ଏକ ଅଭିଯୋଗ ଆସିଛି ଉତ୍ତର ପ୍ରଦେଶର ପିଲିଭିତ ଜିଲ୍ଲାରୁ।

ମୃତ ବ୍ୟକ୍ତିଙ୍କ ନାଁ ପ୍ରଦୀପ କୁମାର। ତାଙ୍କୁ ୨୬ ବର୍ଷ ହୋଇଥିଲା। ସେ ନୌଗାଁ ପକରୀୟାର ବାସିନ୍ଦା ଥିଲେ। ଦୁଇ ମାସ ତଳେ ସେ ଜହାନାବାଦ ଅଞ୍ଚଳର ଈଶାଙ୍କୁ ବିବାହ କରିଥିଲେ।

ପ୍ରଦୀପଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ପ୍ରଦୀପଙ୍କୁ ତାଙ୍କ ପତ୍ନୀ ନିର୍ଯାତନା ଦେଉଥିଲେ। ପ୍ରଦୀପ ତାଙ୍କୁ ଯୌତୁକ ଆଣିବାକୁ କହିବା ସହିତ ଶାରୀରିକ ନିର୍ଯାତନା ଦେଉଥିବା ନେଇ ସେ ଥାନାରେ ମିଛ ଅଭିଯୋଗ କରିଥିଲେ। ପୁଣି ଥାନାରୁ ମାମଲା ଉଠାଇ ନେବା ପାଇଁ ସେ ପ୍ରଦୀପଙ୍କୁ ୫ ଲକ୍ଷ ଟଙ୍କା ମାଗିଥିଲେ। ତାଙ୍କ ପତ୍ନୀଙ୍କ ଅଭିଯୋଗକ୍ରମେ ପୁଲିସ୍ ମଧ୍ୟ ପ୍ରଦୀପଙ୍କୁ ଡାକି ନିର୍ଯାତନା ଦେଇଥିଲା ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

Also Read

ପ୍ରଦୀପଙ୍କ ଭଉଣୀ ମୋନି କହିଛନ୍ତି, କିଛି ଦିନ ତଳେ ଈଶା ମୋ ଭାଇଙ୍କୁ ଗୁଳି କରି ମାରି ଦେବେ ବୋଲି ଧମକ ଦେଇଥିଲେ। ଏମିତିକି ଏକ ପିସ୍ତଲ ଧରି ସେ ମୋ ଭାଇଙ୍କୁ ଜିଲ୍ଲାପାଳଙ୍କ ଅଫିସ ପର୍ଯ୍ୟନ୍ତ ପିଛା କରିଥିଲେ। ସେ ସେଠାରେ ମୋ ଭାଇଙ୍କୁ ପିଟି ଥିଲେ। ଭାଇ ସଙ୍ଗେ ସଙ୍ଗେ ଘଟଣା ସଂପର୍କରେ ପୁଲିସକୁ ଜଣାଇଥିଲେ। କିନ୍ତୁ ପୁଲିସ କିଛି କରି ନଥିଲା। ମୋ ଭାଇଙ୍କୁ ନ୍ୟାୟ ମିଳିଲା ନାହିଁ। ଶନିବାର ସେ ଏସ୍‌ପିଙ୍କୁ ଭେଟିବାକୁ ଯାଇଥିଲେ। ସେଠାକୁ ଗଲା ସେ କହିଥିଲେ ଯେ ଯଦି ତାଙ୍କ କଥା ଶୁଣା ନଯାଏ, ତା’ହେଲେ ସେ ବିଷ ପିଇ ଦେବେ। ତାଙ୍କୁ ଏସ୍‌ପିଙ୍କୁ ଭେଟିବାକୁ ଦିଆଗଲା ନାହିଁ। ତେଣୁ ସେ ବିଷ ପିଇ ଦେଲେ।

ଏସ୍‌ପି ଅତୁଲ ଶର୍ମା କହିଛନ୍ତି, ପ୍ରଦୀପଙ୍କ ନାଁରେ ମାମଲା ଥିଲା। ସେଥିପାଇଁ ଶୁକ୍ରବାର ଦିନ ତାଙ୍କୁ ଥାନାକୁ ଡକା ଯାଇଥିଲା। ପଚରାଉଚରା ପରେ ତାଙ୍କୁ ଛାଡ଼ି ଦିଆଯାଇଥିଲା। ଶନିବାର ଯେତେବେଳେ ସେ ମୋ ପାଖକୁ ତାଙ୍କ ଲିଖିତ ଅଭିଯୋଗ ଧରି ଆସିଥିଲେ, ସେତେବେଳକୁ ବିଷ ପିଇ ସାରିଥିଲେ। ମୋ ବାସଭବନ ଫାଟକରେ ନିଯୁକ୍ତ ସୁରକ୍ଷାକର୍ମୀଙ୍କୁ ସେ ଏ ବିଷୟରେ କହିଥିଲେ ଓ ତାଙ୍କ ଲିଖିତ ଅଭିଯୋଗକୁ ଦେଇଥିଲେ। ସେ ବିଷ ପିଇଥିବା ଜାଣିବାକୁ ପାଇବା ପରେ ସୁରକ୍ଷାକର୍ମୀମାନେ ସଙ୍ଗେ ସଙ୍ଗେ ତାଙ୍କୁ ହସ୍‌ପିଟାଲ୍ ନେବାକୁ ବ୍ୟବସ୍ଥା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story