ମଣିଷର ଅନ୍ୟମନସ୍କ ହେବାର ଆଉ ଏକ କାରଣ ପାଲଟିଛି ଫୋନ୍। ଧୀରେ ଧୀରେ ମଣିଷର ଏହି ଅନ୍ୟମନସ୍କ ହାବଭାବ କିପରି ଜୀବନ ନେଇପାରେ, ତାର ଜଳନ୍ତ୍ୱ ଉଦାହରଣ ଦେଖିବାକୁ ମିଳିଛି ତେଲାଙ୍ଗାନାରେ।
ଜଣେ 40 ବର୍ଷୀୟ ବ୍ୟକ୍ତି ୱାଟର ହିଟରରେ ପାଣି ଗରମ କରିବା ସମୟରେ କଲ୍ ଆସିବାରୁ ଅନ୍ୟମନସ୍କ ହୋଇ ସବୁଦିନ ପାଇଁ ଆଖି ବୁଜିଛନ୍ତି। ଏପରି ଘଟଣା ଘଟିଛି ତେଲାଙ୍ଗାନା ଖାମ୍ମମ ଅଞ୍ଚଳରେ।
Also Read
ସୂଚନା ଅନୁସାରେ, ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଦୋନେପୁଦି ମହେଶ ବାବୁ। ସେ ଆଜି ତାଙ୍କ ପୋଷା କୁକୁରକୁ ଗାଧୋଇ ଦେବା ପାଇଁ ଇଲେକ୍ଟ୍ରିକ ହିଟରରେ ପାଣି ଗରମ କରୁଥିଲେ। ଏହି ସମୟରେ ତାଙ୍କ ମୋବାଇଲ୍ ରିଙ୍ଗ୍ ହେବାରୁ ସେ ଭୁଲରେ ଇଲେକ୍ଟ୍ରିକ ହିଟକରୁ ପାଣି ବଦଳରେ ତାଙ୍କ କାଖ ତଳେ ରଖି ସୁଇଚ୍ ଅନ୍ କରି ଦେଇଥିଲେ।
ଫଳରେ ତାଙ୍କୁ ବିଦ୍ୟୁତ୍ ଆଘାତ ଲାଗିବାରୁ ସେହିଠାରେ ହିଁ ଟଳି ପଡିଥିଲେ। ତାଙ୍କ ସ୍ତ୍ରୀ ତୁରନ୍ତ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ, ସେଠାରେ ତାଙ୍କର ମୃତ୍ୟୁ ଘଟିଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
'ଓଡ଼ିଶା ସନ୍ଥ ଓ ବିଦ୍ୱାନଙ୍କ ଧରିତ୍ରୀ', ଭୀମ ଭୋଇଙ୍କ କବିତା କହିଲେ ପ୍ରଧାନମନ୍ତ୍ରୀ
ଦିଲ୍ଲୀରେ ଆୟୋଜିତ 'ଓଡ଼ିଶା ପର୍ବ' ୨୦୨୪ରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Politics
ଇସ୍ତଫା ଦେଲେ ହେମନ୍ତ ସୋରେନ, ନଭେମ୍ବର ୨୮ରେ ନେବେ ଶପଥ
ରାଜ୍ୟପାଳ ସନ୍ତୋଷ ଗଙ୍ଗୱାରଙ୍କୁ ଭେଟି ଇସ୍ରଫା ଦେଲେ ହେମନ୍ତ ସୋରେନ।
Politics
ଆସନ୍ତାକାଲି ଶପଥ ନେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ!
ବିଜେପି ନେତୃତ୍ୱାଧୀନ ମହୁୟୁତି ମିଳିତ ମଞ୍ଚ ସରକାର ଗଠନ କରିବାକୁ ଦାବି କରିଛି।
Crime
ଜାମା ମସଜିଦ ସର୍ଭେ ବେଳେ ଉତ୍ତେଜନା; ୩ ମୃତ, ୩୦ ପୁଲିସ ଆହତ
ଶାହି ଜାମା ମସଜିଦ ସର୍ଭେ ସମୟରେ ସର୍ଭେ ଟିମ୍ ଉପରକୁ କିଛି ଲୋକ ପଥର ମାଡ଼ କରିଥିଲେ।
Viral
ଅଟୋକୁ ଧକ୍କା ଦେଲା କାର୍, ପୁଲିସ୍ କର୍ମଚାରୀଙ୍କୁ ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକ
ପୁଲିସ କର୍ମଚାରୀଙ୍କୁ ସ୍ଥାନୀୟ ଲୋକେ ମାଡ଼ ମାରିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।