ମେଡିସିନ ଧରି ଘରକୁ ଫେରୁଥିଲେ ବ୍ୟକ୍ତି, ବିଏମ୍‌ଡବ୍ଲ୍ୟୁ ଚଢ଼ାଇ ଦେଲେ ଯୁବତୀ

ପାର୍ଟି ସାରି ବିଏମ୍‌ଡବ୍ଲ୍ୟୁ କାର୍‌ ଧରି ଘରକୁ ଫେରୁଥିଲେ ଯୁବତୀ। ମାତ୍ର ବାଟ ମଝିରେ ଭାରସାମ୍ୟ ହରାଇ ଜଣେ ବ୍ୟକ୍ତିଙ୍କ ଉପରେ କାର୍‌ ଚଢ଼ାଇ ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଛି।

Road Accident

ଦୁର୍ଘଟଣା ଘଟାଇଥିବା କାର୍‌।

Niharika Rout
  • Published: Monday, 22 May 2023
  • Updated: 22 May 2023, 09:04 AM IST

Sports

Latest News

ପାର୍ଟି ସାରି ବିଏମ୍‌ଡବ୍ଲ୍ୟୁ କାର୍‌ ଧରି ଘରକୁ ଫେରୁଥିଲେ ଯୁବତୀ। ମାତ୍ର ବାଟ ମଝିରେ ଭାରସାମ୍ୟ ହରାଇ ଜଣେ ବ୍ୟକ୍ତିଙ୍କ ଉପରେ କାର୍‌ ଚଢ଼ାଇ ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଛି। ଏପରି ଦୁଃଖଦ ଘଟଣା ପଶ୍ଚିମ ଦିଲ୍ଲୀର ମୋତିନଗର ଅଞ୍ଚଳରେ ଘଟିଛି। ଏହି ଘଟଣାରେ ପୁଲିସ୍‌ ସମ୍ପୃକ୍ତ ଯୁବତୀଙ୍କୁ ଗିରଫ କରିଛି। ମୃତକଜଣକ ୩୬ ବର୍ଷୀୟ ଅଜୟ ଗୁପ୍ତା ବୋଲି ଜଣାଯାଇଛି। ସେ ନିଜ ଘରକୁ ମେଡିସିନ ଧରି ଫେରୁଥିବା ବେଳେ ବାଟରେ ହିଁ ତାଙ୍କ ଜୀବନ ଚାଲି ଯାଇଛି। 

ପୁଲିସ୍‌ ସୂଚନା ଅନୁଯାୟୀ, ୨୮ ବର୍ଷୀୟା ଯୁବତୀଜଣକ ଦିଲ୍ଲୀରେ ଜଣେ ଆର୍କିଟେକ ଭାବେ କାମ କରନ୍ତି। ଗତକାଲି ବିଳମ୍ବିତ ରାତିରେ ସେ ପାର୍ଟି ସାରି ନିଜ ବିଏମ୍‌ଡବ୍ଲ୍ୟୁରେ ଅଶୋକ ବିହାରସ୍ଥିତ ନିଜ ଘରକୁ ଫେରୁଥିଲେ । ମାତ୍ର ବାଟରେ ସେ ପ୍ରଥମେ ଏକ ଜେନେରେଟରକୁ ଧକ୍କା ଦେଇଥିଲେ । ଏହାପରେ ବାଟରେ ଚାଲି ଚାଲି ଯାଉଥିବା ୩୬ ବର୍ଷୀୟ ଅଜୟ ଗୁପ୍ତାଙ୍କ ଉପରେ ଚଢ଼ାଇ ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା ।

ବିହାର ବାସିନ୍ଦା ଅଜୟ ଦିଲ୍ଲୀରେ ଏକ ତେଜରାତି ଦୋକାନ ନିଜ ପରିବାର ସହ ରହୁଥିଲେ। ଗତକାଲି ରାତିରେ ଏକ ମେଡିସିନ ଦୋକାନରୁ କିଛି ମେଡିସିନ ଧରି ସେ ଘରକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି।

Also Read

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତା ଯୁବତୀଙ୍କୁ ଗିରଫ କରିଛି। ଏଥିସହ ଦୁର୍ଘଟଣା ସମୟରେ ସେ ନିଶାସକ୍ତ ଥିଲେ କି ନାହିଁ ତାହା ଜାଣିବାକୁ ତାଙ୍କର ମେଡିକାଲ ଟେଷ୍ଟ କରାଯିବ ବୋଲି ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story