ସମସ୍ତ ଟ୍ରେନ୍‌ରେ ଥିବା ଏସି ସିଟ୍‌ ବୁକିଂ ଉପରେ ୨୫ ପ୍ରତିଶତ ଦର ଛାଡ୍ ଘୋଷଣା କଲା ରେଲୱେ

ବନ୍ଦେ ଭାରତ ଏକ୍ସପ୍ରେସ୍‌ ସମେତ ସମସ୍ତ ଟ୍ରେନ୍‌ରେ ଥିବା ଏସି ଓ ଏଜୁକେଟିଭ୍‌ କ୍ଲାସ୍‌ର ଏସି ସିଟ୍‌ ଯାତ୍ରା ଦର ପାଖାପାଖି ୨୫ ପ୍ରତିଶତ କମିବ।

Railway Discount Scheme in AC Chair Car PhotoOR

ଭାରତୀୟ ରେଳ

Niranjan Mishra
  • Published: Saturday, 08 July 2023
  • Updated: 08 July 2023, 05:09 PM IST

Sports

Latest News

ବନ୍ଦେ ଭାରତ ଏକ୍ସପ୍ରେସ୍‌ ସମେତ ସମସ୍ତ ଟ୍ରେନ୍‌ରେ ଥିବା ଏସି ଓ ଏଜୁକେଟିଭ୍‌ କ୍ଲାସ୍‌ର ଏସି ସିଟ୍‌ ଯାତ୍ରା ଦର ୨୫ ପ୍ରତିଶତ କମିବ। ଏନେଇ ଶନିବାର ରେଲୱେ ବୋର୍ଡ ଘୋଷଣା କରିଛି।

ବୋର୍ଡ ପକ୍ଷରୁ କୁହାଯାଇଛି, ଗତ ୩୦ଦିନ ଧରି ଟ୍ରେନ୍‌ର ଏହି ବର୍ଗରେ ସିଟ୍‌ ବୁକିଂ ୫୦ ପ୍ରତିଶତ ହ୍ରାସ ପାଇଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

Also Read

ତେବେ ଟ୍ରେନ୍‌ ରିଜରଭେସନ୍ ଚାର୍ଜ, ସୁପରଫାଷ୍ଟ ଚାର୍ଜ, ଜିଏସ୍‌ଟି ଏହାବାଦ୍ ଲାଗିବ। ଟ୍ରେନ୍‌ ଛାଡ଼ୁଥିବା ମୂଳ ସ୍ଥାନମାନଙ୍କରୁ ଏହି ଦରଛାଡ଼୍‌ ବିଶେଷ ଭାବେ ଲାଗୁ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story