Advertisment

ଇଞ୍ଜିନିୟରଙ୍କୁ ଚାପୁଡ଼ା ମାରିଲେ ବିଧାୟିକା

ପ୍ରଥମେ ପାଟି କଲେ ପରେ ସିଧା ଚାପୁଡ଼ା ମାରିଲେ। ବିଚ ରାସ୍ତାରେ ଯୁବ ଇଞ୍ଜିନୟରଙ୍କ କଲର ଧରି ଚାପୁଡ଼ା ମାରିଲେ ଜଣେ ବିଧାୟିକା। ଏମିତି ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରରରେ। ତେବେ ଭିଡ଼ିଓଟି ସୋସିଆଲ ମିଡ଼ିଆରେ ପରେ ପ୍ରତିକ୍ରିୟା ରଖିଛନ୍ତି ଉକ୍ତ ବିଧାୟିକା। ଶୁଣନ୍ତୁ ଏନେଇ କଣ କହିଛନ୍ତି ବିଧାୟିକା।

Slap Maharashtra MLA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe