କଂଗ୍ରେସ ମୋ କବର ଖୋଳିବାରେ ବ୍ୟସ୍ତ, ମୁଁ ଏକ୍ସପ୍ରେସୱେ ଲୋକାର୍ପଣରେ ବ୍ୟସ୍ତ: ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କର୍ଣ୍ଣାଟକ ଗସ୍ତ କରି ବେଙ୍ଗାଲୁରୁ-ମହୀଶୂର ଏକ୍ସପ୍ରେସୱେକୁ ଲୋକାର୍ପିତ କରିବା ଅବସରେ କଂଗ୍ରେସକୁ ଟାର୍ଗେଟ କରି ଏହା କହିଛନ୍ତି।

narendra modi PhotoTOI

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Tapas Behera
  • Published: Sunday, 12 March 2023
  • Updated: 12 March 2023, 03:55 PM IST

Sports

Latest News

କଂଗ୍ରେସ ମୋ କବର ଖୋଳିବାରେ ବ୍ୟସ୍ତ ଥିବାବେଳେ ମୁଁ ଏକ୍ସପ୍ରେସୱେ ଲୋକାର୍ପଣରେ ବ୍ୟସ୍ତ ରହିଛି। ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କର୍ଣ୍ଣାଟକ ଗସ୍ତ କରି ବେଙ୍ଗାଲୁରୁ-ମହୀଶୂର ଏକ୍ସପ୍ରେସୱେକୁ ଲୋକାର୍ପିତ କରିବା ଅବସରେ କଂଗ୍ରେସକୁ ଟାର୍ଗେଟ କରି ଏହା କହିଛନ୍ତି। ମୋଦି କହିଛନ୍ତି ଯେ, ଯେତେବେଳେ ବିଶ୍ୱ କରୋନା ସହ ମୁକାବିଲା କରୁଥିଲା, ସେତେବେଳେ ଭାରତ ଏହାର ଭିତ୍ତିଭୂମି ବଜେଟକୁ ବହୁଗୁଣିତ କରି ଏକ ଉଚ୍ଚ ବାର୍ତ୍ତା ଦେଇଥିଲା। ୨୦୧୪ ମସିହା ପୂର୍ବରୁ କଂଗ୍ରେସ ସରକାର କେବଳ ଗରିବ ପରିବାରକୁ ଧ୍ୱଂସ କରିବା ପାଇଁ କାର୍ଯ୍ୟ କରିଥିଲେ ଏବଂ ସେମାନଙ୍କ ବିକାଶ ଅଥକୁ ଲୁଟି ନେଇଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ‘କଂଗ୍ରେସ ଏବଂ ଏହାର ସହଯୋଗୀମାନେ ମୋଦିଙ୍କ କବର ଖୋଳିବାକୁ ସ୍ୱପ୍ନ ଦେଖୁଛନ୍ତି ଏବଂ ମୋଦୀ ବେଙ୍ଗାଲୁରୁ-ମହୀସୁର ଏକ୍ସପ୍ରେସୱେ ନିର୍ମାଣରେ ବ୍ୟସ୍ତ ଅଛନ୍ତି।

କଂଗ୍ରେସକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, ‘୨୦୧୪ ପୂର୍ବରୁ କେନ୍ଦ୍ରରେ କଂଗ୍ରେସ ସରକାର ଥିଲା, ସେହି ସମୟରେ ସେମାନେ ଗରିବ ଲୋକଙ୍କୁ ତଳିତଳାନ୍ତା କରିବା ପାଇଁ ସବୁ କରିଥିଲେ। କଂଗ୍ରେସ ସରକାର ଗରିବ ଲୋକଙ୍କ ବିକାଶ ନାଁରେ ହଜାର ହଜାର କୋଟି ଟଙ୍କା ଲୁଟି ନେଇଥିଲେ। ଗରିବ ଲୋକଙ୍କ ଯନ୍ତ୍ରଣା ଓ ଦୁଃଖ ପାଇଁ କଂଗ୍ରେସ କୌଣସି ପରିବର୍ତ୍ତନ ଆଣିନାହିଁ। ହେଲେ ଚାଷୀଙ୍କ ଛୋଟ ସମସ୍ୟା ଦୂର କରି ବିଜେପି ସେମାନଙ୍କ ସମସ୍ୟାର ସମାଧାନ କରୁଛି। ମାଣ୍ଡିଆର ୨.୫ ଲକ୍ଷରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଛି।

Also Read

ବିଜେପି ସରକାରଙ୍କ ସଫଳତା ବିଷୟରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ଗତ ୯ବର୍ଷ ମଧ୍ୟରେ ବିଜେପି ସରକାରଙ୍କ ଯୋଜନା ଦ୍ୱାରା କୋଟି କୋଟି ଗରିବଙ୍କ ଜୀବନ ବଞ୍ଚିବା ସହଜ ହୋଇଛି। କଂଗ୍ରେସ ଶାସନ କାଳରେ ଗରିବ ଲୋକଙ୍କ ସୁବିଧା ପାଇଁ ସରକାରୀ ଅଫିସର ଚକ୍କର କାଟିବାକୁ ପଡୁଥିଲା। ହେଲେ ଏବେ ସେ ସମସ୍ୟ‌ା ହେଉନାହିଁ। ସେ କହିଛନ୍ତି ଯେ, ଏକ୍ସପ୍ରେସୱେ ଖୋଲିବା ସହିତ ବେଙ୍ଗାଲୁରୁ ଏବଂ ମହୀଶୂର ମଧ୍ୟରେ ଯାତ୍ରା ସମୟ ପ୍ରାୟ ୩ ଘଣ୍ଟାରୁ ଏବେ ୭୫ ମିନିଟକୁ ହ୍ରାସ ପାଇବ। ଏହି ପ୍ରକଳ୍ପରେ, ଏନଏଚ-୨୭୫ ର ବେଙ୍ଗାଲୁରୁ-ନିଗଡାଟା-ମାଇସୋର ବିଭାଗକୁ ୬-ଲେନିଂ କରାଯାଇଛି। ଏହି ଏକ୍ସପ୍ରେସ ୱେ ଉଭୟ ସହରରେ ସାମାଜିକ-ଅର୍ଥନୈତିକ ବିକାଶ ପାଇଁ ଏକ ମାଧ୍ୟମ ଭାବରେ କାର୍ଯ୍ୟ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story