ସାଧାରଣ ନିର୍ବାଚନ ପୂର୍ବରୁ ଜବତ ହେଲା ଆଖି ଖୋସିଦେବା ପରି ଟଙ୍କା, ସୁନା। ପୁଳା ପୁଳା ଟଙ୍କା, ସୁନା ଦେଖି ପୁଲିସ୍ ତାଜୁବ ହୋଇ ଯାଇଥିବା ବେଳେ ଏହି ମାମଲାରେ ଜଣଙ୍କୁ ବାନ୍ଧିଛି। ଏପରି ଏକ ଘଟଣା କର୍ଣ୍ଣାଟକାରେ ବେଲ୍ଲାରୀରେ ଘଟିଛି।
ବେଲ୍ଲାରୀର ସୁନା ବ୍ୟବସାୟୀ ନରେଶଙ୍କ ଘରୁ ନଗଦ ୫.୬୦ କୋଟି ଟଙ୍କା, ୩ କେଜି ସୁନା, ୧୦୩ କେଜି ରୁପା ଅଳଙ୍କାର ଓ ୬୮ ରୂପା ପିସ୍ ଜବତ ହୋଇଥିବା ଜଣାଯାଇଛି।
Also Read
ପୁଲିସ୍ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ନରେଶଙ୍କ ଘରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ସେଠାରୁ ବିପଳ ପରିମାଣର ଚାନ୍ଦି, ସୁନା, ଟଙ୍କା ଆଦି ଜବତ ହୋଇଛି। ତେବେ ଏନେଇ କୌଣସି ବୈଧ ଡକ୍ୟୁମେଣ୍ଟ ନରେଶ ଦେଖାଇ ପାରି ନ ଥିଲେ। ଫଳରେ ତାଙ୍କୁ ପୁଲିସସ୍ ଘରୁ ଉଠାଇ ନେଇ ବାନ୍ଧିଥିବା ଜଣାଯାଇଛି। ଏନେଇ ଆୟକର ବିଭାଗକୁ ସୂଚନା ଦିଆଯିବ ବୋଲଇ ପୁଲିସ୍ ଅଧିକାରୀ ସୂଚନା ଦେଇଛନ୍ତି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Education
ଶିକ୍ଷାଗତ ଯୋଗ୍ୟତା ଅନୁସାରେ କାହିଁକି ଭାରତୀୟ ପାଉନାହାନ୍ତି ଚାକିରି?
କେବଳ ୮.୨୫ ଗ୍ରାଜ୍ୟୁଏଟ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଭାରତରେ ଚାକିରି କରିବାକୁ ସକ୍ଷମ ହୋଇଛନ୍ତି।

Guest Column
ନିର୍ବାଚନ ମଣ୍ଡଳି ସୀମା ପୁନଃ ନିର୍ଦ୍ଧାରଣ ଓ ସଂଘୀୟ ବ୍ୟବସ୍ଥା
ମୋଦୀଙ୍କ ଏନଡିଏ ସରକାର ପାର୍ଲାମେଂଟର ନୂଆ ଭବନ କଲାବେଳେ ଯେପରି ଭାବରେ ଲୋକସଭାରେ ୮୫୦ ଜଣ ସଦସ୍ୟ ବସିବା ପାଇଁ ବ୍ୟବସ୍ଥା କରିଛନ୍ତି ସେଥିରେ ମୋଦୀ ସରକାର ସୀମା ନିର୍ଦ୍ଧାରଣ କମିଶନ ଜରିଆରେ ଲୋକସଭା ଆସନ ସଂଖ୍ୟା ବଢ଼ାଇବେ ବୋଲି ବିଶ୍ୱାସ ସୃଷ୍ଟି ହୋଇଛି।

Politics
ଷ୍ଟାଲିନଙ୍କ ସୀମା ପୁନଃ ନିର୍ଦ୍ଧାରଣ ବୈଠକକୁ କାହିଁକି ଆସିଲାନି TMC?
ଜନ ସଂଖ୍ୟା ଆଧାରରେ ସୀମା ପୁନଃନିର୍ଦ୍ଧାରଣ କାର୍ଯ୍ୟକ୍ରମ ୨୦୨୬ରୁ ଆରମ୍ଭ ହେଉଥିବା ବେଳେ ଏହାକୁ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକ ବିରୋଧ କରୁଛନ୍ତି।

Crime
ମୃତଦେହକୁ ଚିହ୍ନଟ କରିଥିଲେ ବାପା, ଜେଲରେ ୪ ଅଭିଯୁକ୍ତ: କିନ୍ତୁ ଏବେ ସମସ୍ତେ ଚକିତ!
୨୦୨୩ ସେପ୍ଟେମ୍ବର ମାସରରେ ଲଳିତା ଗାନ୍ଧି ସାଗର ଅଞ୍ଚଳରୁ ନିଖୋଜ ହୋଇଯାଇଥିଲେ। କିଛି ଦିନ ପରେ ଗୋଟିଏ ଟ୍ରକ ଦୁର୍ଘଟଣାର ଭିଡିଓ ସାମ୍ନାକୁ ଆସିଥିଲା।

National
ଜଜଙ୍କ ଘରୁ ଟଙ୍କା ମିଳିବା ଘଟଣା: ୨୦୧୮ରେ ସିବିଆଇ ଏଫଆଇଆର୍ରେ ରହିଥିଲା ଜଷ୍ଟିସ ବର୍ମାଙ୍କ ନାଁ
ସୁଗାର ମିଲ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ୨୦୧୮ରେ ଗୋଟିଏ ଏଫଆଇଆର କରିଥିଲା। ଏହି ଏଫଆଇଆରରେ ଜଷ୍ଟିସ ବର୍ମାଙ୍କ ନାଁ ରହିଥିଲା।