ଅମୂଲ ବନାମ ନନ୍ଦିନୀ: ବଡ଼ ବୟାନ ଦେଇ ବିଜେପିକୁ ଟାର୍ଗେଟ କଲେ ଡିକେ ଶିବକୁମାର

ଆଜି କର୍ଣ୍ଣାଟକା କଂଗ୍ରେସ ମୁଖ୍ୟ ଡିକେ ଶିବକୁମାର ବଡ଼ ବୟାନ ଦେଇଛନ୍ତି। ସେ ଆଜି ଦଳୀୟ କର୍ମୀଙ୍କ ସହ ହାସାନ ଠାରେ ଥିବା ଗୋଟିଏ ନନ୍ଦିନୀ ଦୁଗ୍ଧ ପାର୍ଲରକୁ ଯାଇ ବିଭିନ୍ନ ଜିନିଷ କିଣିଛନ୍ତି।

Amul PhotoTwitter

representational image

Hemant Lenka
  • Published: Monday, 10 April 2023
  • Updated: 10 April 2023, 03:52 PM IST

Sports

Latest News

କର୍ଣ୍ଣାଟକା ମାର୍କେଟରେ ଦୁଗ୍ଧ ଓ ତା’ ସହ ଜଡ଼ିତ ବିଭିନ୍ନ ଜିନିଷର ଉତ୍ପାଦନ କରୁଥିବା ଅମୂଲ ପ୍ରବେଶ କରିବାକୁ ଘୋଷଣା କରିବା ପରେ ବିବାଦ ଦେଖାଦେଇଛି। କର୍ଣ୍ଣାଟକାରେ ନନ୍ଦିନୀ ଦୁଗ୍ଧ ବ୍ୟବସାୟ କରୁଥିବା ବେଳେ ବାହାର ରାଜ୍ୟର କମ୍ପାନୀ ଅମୂଲର ପ୍ରବେଶ କ୍ଷମତାସୀନ ବିଜେପି ଓ ବିରୋଧୀ କଂଗ୍ରେସ ମଧ୍ୟରେ ରାଜନୀତିକ ପ୍ରସଙ୍ଗ ପାଲଟି ଯାଇଛି।

ଚାର୍ଜ ଓ କାଉଣ୍ଟର ଚାର୍ଜ ମଧ୍ୟରେ ଆଜି କର୍ଣ୍ଣାଟକା କଂଗ୍ରେସ ମୁଖ୍ୟ ଡିକେ ଶିବକୁମାର ବଡ଼ ବୟାନ ଦେଇଛନ୍ତି। ସେ ଆଜି ଦଳୀୟ କର୍ମୀଙ୍କ ସହ ହାସାନ ଠାରେ ଥିବା ଗୋଟିଏ ନନ୍ଦିନୀ ଦୁଗ୍ଧ ପାର୍ଲରକୁ ଯାଇ ବିଭିନ୍ନ ଜିନିଷ କିଣିଛନ୍ତି। ଏଥିସହ ସେ ରାଜ୍ୟର ନିଜସ୍ୱ ଦୁଗ୍ଧ ଉତ୍ପାଦନ ସଂସ୍ଥା ନନ୍ଦିନୀକୁ ପ୍ରଶଂସା କରିବା ସହ ଅମୂଲର କୌଣସି ଆବଶ୍ୟକ ନାହିଁ ବୋଲି କହିଛନ୍ତି।

ସେ ଖୋଲାଖୋଲି ଭାବେ ନନ୍ଦିନୀ ଦୁଗ୍ଧ ବ୍ରାଣ୍ଡକୁ ସମର୍ଥନ କରି ଗୁଜରାଟ ଭିତ୍ତିକ ଡାଏରୀ କୋପୋରେଟିଭ ଅମୂଲକୁ ବିରୋଧ କରିଛନ୍ତି। ସର୍ବସମ୍ମୁଖରେ ସେ ନନ୍ଦିନୀର ବିଭିନ୍ନ ଜିନିଷ କିଣିବା ସହ ଏହାକୁ ଖାଇଛନ୍ତି ଓ ପିଇଛନ୍ତି। ଉପସ୍ଥିତ କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ନନ୍ଦିନୀର ବିଭିନ୍ନ ଦ୍ରବ୍ୟକୁ ବାଣ୍ଟିଛନ୍ତି। 

Also Read

ସେ କହିଛନ୍ତି, “ଆମ ପାଖରେ ପୂର୍ବରୁ ନନ୍ଦିନୀ ରହିଛି। ଏହା ଅମୂଲ ଠାରୁ ଭଲ ବ୍ରାଣ୍ଡ। ଆମେ ଅମୂଲ ଚାହୁଁନାହୁଁ। ଆମ ପାଣି, ଆମ କ୍ଷୀର ଓ ଆମ ମାଟି ଅଧିକ ସୁଦୃଢ଼। କର୍ଣ୍ଣାଟକାରେ ଚାଷୀଙ୍କ ଅଧିକାର ବଡ଼ ପ୍ରଶ୍ନ। ୭୦ ଲକ୍ଷରୁ ଅଧିକ ଚାଷୀ କ୍ଷୀର ଉତ୍ପାଦନ କରନ୍ତି ଓ ନନ୍ଦିନୀକୁ ଦିଅନ୍ତି।

ଗୁଜରାଟର ଅମୂଲ ମଧ୍ୟ ଚାଷୀଙ୍କ ଠାରୁ କ୍ଷୀର ଆଣେ। କିନ୍ତୁ ନନ୍ଦିନୀକୁ ପଛକୁ ଠେଲି ଅମୂଲକୁ ଆଗକୁ ଆଣିବା ଠିକ ନୁହେଁ। ସେମାନଙ୍କ(ବିଜେପି) ସରକାର ଚାଷୀଙ୍କୁ କୌଣସି ପ୍ରକାରର ସହଯୋଗ କରି ନାହାନ୍ତି। ଆମକୁ ଆମର ଚାଷୀ ଓ ଆମ ଦ୍ରବ୍ୟକୁ ସୁରକ୍ଷା କରିବାକୁ ପଡ଼ିବ।”

ବିଜେପି ସରକାର ସମସ୍ତ ପ୍ରକାରର ଦୁଗ୍ଧ ଜାତୀୟ ଦ୍ରବ୍ୟର ଦର ବୃଦ୍ଧି କରିଥିଲେ। କିନ୍ତୁ ସେମାନେ ଚାଷୀଙ୍କୁ କୌଣସି ପ୍ରକାରର ଲାଭ ଦେଇ ନଥିଲେ। ଏହା ମଧ୍ୟରେ ଆମେ କ୍ଷୀର ବିକ୍ରି କରିବାରେ ଅସୁବିଧାର ସମ୍ମୁଖୀନ ହେଉଛି ବୋଲି ମଧ୍ୟ ଶିବକୁମାର କହିଛନ୍ତି।

କର୍ଣ୍ଣାଟକାରେ ଅମୂଲର ପ୍ରବେଶକୁ ବିରୋଧ କରି ଆଜି ବେଙ୍ଗାଲୁରୁ ଠାରେ କର୍ଣ୍ଣାଟକା ରକ୍ଷଣା ବେଦିକେର କର୍ମୀମାନେ ବିକ୍ଷୋଭ କରିଥିଲେ। ବିକ୍ଷୋଭ ବେଳେ ପୁଲିସ୍‌ ସଂଗଠନର ଅନେକ ନେତାଙ୍କୁ ଅଟକ ରଖିଛି।

ନିକଟରେ ଅମୂଲ ଘୋଷଣା କରିଥିଲା ଯେ ସଂସ୍ଥା ପକ୍ଷରୁ ଦୁଗ୍ଧ ଜାତୀୟ ଦ୍ରବ୍ୟ ବେଙ୍ଗାଲୁରୁରେ ବିକ୍ରି କରାଯିବ। ଏହି ଘୋଷଣା ପରେ ବିରୋଧୀ କଂଗ୍ରେସ ଓ ଜେଡିଏସ୍‌ ଏହାକୁ ବିରୋଧ କରିବା ଆରମ୍ଭ କରିଛନ୍ତି।

ଅନ୍ୟପକ୍ଷରେ କ୍ଷମତାସୀନ ବିଜେପି ସବୁ ଅଭିଯୋଗକୁ ଖଣ୍ଡନ କରିଛି। ଏଥିସହ କଂଗ୍ରେସ ମିଥ୍ୟାର ପ୍ରଚାର କରୁଥିବା କହିଛି। ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ରବି କୁମାର କହିଛନ୍ତି ଯେ ବିଜେପି କ୍ଷମତାକୁ ଆସିବା ପୂର୍ବରୁ ହିଁ ନନ୍ଦିନୀ ସମଗ୍ର ଭାରତରେ ନମ୍ବର ୨ରେ ରହିଥିଲା।

ପୂରା ଦେଶରେ ନନ୍ଦିନୀର ସ୍ଥାନ ଦ୍ୱିତୀୟ। ତେଣୁ ଆଗାମୀ ଦିନରେ ଆମେ ନନ୍ଦିନୀର ଜିନିଷକୁ ବିଦେଶକୁ ପଠାଇବୁ। ଏଥିପାଇଁ ଯୋଜନା କରାଯାଉଛି। ନନ୍ଦିନୀ ଦ୍ରବ୍ୟଗୁଡ଼ିକ ଏବେ ଆନ୍ଧ୍ର ଓ ତେଲେଙ୍ଗାନାକୁ ଯାଉଛି। ନନ୍ଦିନୀ କ୍ଷୀର ତିରୁପତି ମନ୍ଦିରରେ ଲଡ଼ୁ ତିଆରି ପାଇଁ ବ୍ୟବହାର କରାଯାଉଛି ବୋଲି ସେ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story