୧୯୫୯ ମସିହାରେ ଏକ ଡ୍ୟାମ୍ ଉଦ୍ଘାଟନ ପାଇଁ ଝାରଖଣ୍ଡର ଧାନବାଦ ଆସିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ। ତାଙ୍କୁ ସ୍ବାଗତ କରିବା ଅବସରରେ ଜବାହରଲାଲ ନେହରୁ ବୁଧନୀ ମାନଝିଙ୍କ ବେକରେ ଏକ ଫୁଲମାଳ ପକାଇ ଦେଇଥିଲେ। ତେବେ ଏହି ଘଟଣା ପରେ ତାଙ୍କ ସାନ୍ତାଳ ସମ୍ପ୍ରଦାୟର ଲୋକେ ଏହାକୁ ବିବାହ ବୋଲି ଧରିନେଲେ ଏବଂ ବୁଧନୀ ଭିନ୍ନ ଜାତିରେ ବିବାହ କରିଥିବାରୁ ତାଙ୍କୁ ଗାଁରୁ ବାସନ୍ଦ କରିଥିଲେ। ଏବେ ବୁଧନୀଙ୍କ ଦେହାନ୍ତ ପରେ ତାଙ୍କ ସ୍ମାରକୀ ନିର୍ମାଣ ପାଇଁ ଦାବି କରିଛନ୍ତି ଝିଅ ଓ ନାତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଫ୍ରେଶର ପାର୍ଟିରେ ଗଣ୍ଡଗୋଳ; ବାଉନ୍ସରଙ୍କ ମାଡ଼ରେ ଛାତ୍ର ଗୁରୁତର
କଲେଜ ପରିସରରେ ଚାଲିଥିବା ଫ୍ରେଶର ପାର୍ଟି। ନାଚଗୀତରେ ମାତିଥିଲେ ଛାତ୍ରମାନେ। ଏହି ସମୟରେ ଆରମ୍ଭ ହେଲା ମହାଭାରତ ।
National
ପ୍ରେମିକା ସହ ମିଶି ପତ୍ନୀ ତଣ୍ଟି ଚିପିଥିଲେ, ବର୍ଷେ ପରେ ବନ୍ଧା ହେଲେ
ଭଲ ପାଇବା ରାସ୍ତାରେ ପତ୍ନୀ କଣ୍ଟା ହେବାରୁ ତାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କଲେ। ପ୍ରେମିକା ସହ ମିଶି ପତ୍ନୀଙ୍କ ତଣ୍ଟି ଚିପି ଦେଲେ।
National
କାର୍କୁ ମୁହାଁମୁହିଁ ପିଟିଲା ଟ୍ରକ୍; ୬ ମୃତ, ୭ ଗୁରୁତର
ଏକ ଟ୍ରକ୍ ଓ ଏସୟୁଭି କାର୍ ମୁହାଁମୁହିଁ ଧକ୍କା ହେବା ପରେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୭ ଜଣ ଗୁରୁତର ହୋଇଛନ୍ତି।
National
କୋଚିଙ୍ଗ ସେଣ୍ଟରରେ ବିଷାକ୍ତ ଗ୍ୟାସ ଲିକ୍; ୧୨ ଛାତ୍ରଛାତ୍ରୀ ଅଚେତ
ଅଚେତ ହୋଇଥିବା ପିଲାମାନଙ୍କ ମଧ୍ୟରେ ଅଧିକାଶଂ ଛାତ୍ରୀ ଥିବା ଜଣାଯାଇଛି।
National
ବିଶିଷ୍ଟ ତବଲା ବାଦକ ଉସ୍ତାଦ ଜାକିର ହୁସେନଙ୍କ ପରଲୋକ
ପଦ୍ମଶ୍ରୀ, ପଦ୍ମ ଭୂଷଣ ଓ ପଦ୍ମ ବିଭୂଷଣ ଭଳି ସମ୍ମାନରେ ହୋଇଥିଲେ ସମ୍ମାନୀତ। ଜାକିର ହୁସେନଙ୍କୁ ମୃତ୍ୟୁ ବେଳକୁ ୭୩ ବର୍ଷ ବୟସ ହୋଇଥିଲା।