ଆଖି ବୁଜିଲେ ନେହରୁଙ୍କ ଆଦିବାସୀ ପତ୍ନୀ ! | Former Prime Minister of India Jawaharlal Nehru | OR
Advertisment
୧୯୫୯ ମସିହାରେ ଏକ ଡ୍ୟାମ୍ ଉଦ୍ଘାଟନ ପାଇଁ ଝାରଖଣ୍ଡର ଧାନବାଦ ଆସିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ। ତାଙ୍କୁ ସ୍ବାଗତ କରିବା ଅବସରରେ ଜବାହରଲାଲ ନେହରୁ ବୁଧନୀ ମାନଝିଙ୍କ ବେକରେ ଏକ ଫୁଲମାଳ ପକାଇ ଦେଇଥିଲେ। ତେବେ ଏହି ଘଟଣା ପରେ ତାଙ୍କ ସାନ୍ତାଳ ସମ୍ପ୍ରଦାୟର ଲୋକେ ଏହାକୁ ବିବାହ ବୋଲି ଧରିନେଲେ ଏବଂ ବୁଧନୀ ଭିନ୍ନ ଜାତିରେ ବିବାହ କରିଥିବାରୁ ତାଙ୍କୁ ଗାଁରୁ ବାସନ୍ଦ କରିଥିଲେ। ଏବେ ବୁଧନୀଙ୍କ ଦେହାନ୍ତ ପରେ ତାଙ୍କ ସ୍ମାରକୀ ନିର୍ମାଣ ପାଇଁ ଦାବି କରିଛନ୍ତି ଝିଅ ଓ ନାତି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us