ପ୍ରବଳ ବର୍ଷା ଯୋଗୁ ପୁଣି ଥରେ ଉତ୍ତରାଖଣ୍ଡରେ ଦେଖିବାକୁ ମିଳିଛି ପ୍ରକୃତିର ତାଣ୍ଡବ । ଭୁସ୍ଖଳନ ଯୋଗୁଁ ମାଟି ତଳେ ଚାପି ହୋଇ ଆଖି ବୁଜିଛନ୍ତି ୪ ନେପାଳୀ ପର୍ଯ୍ୟଟକ ।
ଖାଟ ଗେଦେରା ହେଲିପ୍ୟାଡ ନିକଟରେ ଭୁସ୍ଖଳନ ଘଟି ମାଟି ତଳେ ୪ ନେପାଳୀ ପର୍ଯ୍ୟଟକ ଚାପି ହୋଇ ଯାଇଥିଲେ। ଖବର ପାଇବା ପରେ DDRF ଟିମ ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଥିଲା। ବହୁ ପରିଶ୍ରମ ପରେ ସମସ୍ତ ପର୍ଯ୍ୟଟକଙ୍କ ମୃତଦେହକୁ ମାଟି ତଳୁ ଉଦ୍ଧାର କରାଯାଇଛି।
Also Read
ପ୍ରବଳ ବର୍ଷାରେ ଉତ୍ତରାଖଣ୍ଡ ବଦ୍ରିନାଥ ଜାତୀୟ ରାଜପଥ ବନ୍ଦ ରହିଛି। ଭୁସ୍ଖଳନ ଯୋଗୁଁ ଜାତୀୟ ରାଜପଥରେ ବଡ଼ ବଡ଼ ପଥର ସହ ମାଟି ଜମି ରହିଛି। ନନ୍ଦପ୍ରୟାଗ, ଚିହିଙ୍କା, ଗୁଲାବକୋଟି ଏବଂ ପାଙ୍ଗାନାଲା ଓ କାଞ୍ଚନାଲାରେ ଯାତ୍ରାୟତ ସଂପୂର୍ଣ୍ଣ ବନ୍ଦ ରହିଛି।
ଭୁସ୍କଳନ ଯୋଗୁଁ ଏହି ରାସ୍ତାରେ ୟାତାୟତ ନ କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ରାହୁଲ ଗାନ୍ଧିଙ୍କୁ ଚିଠି ଲେଖିଲା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ, ନେହରୁଙ୍କ ଚିଠି ଫେରସ୍ତ ମାଗିଲା
ସମସ୍ତ ଚିଠିଗୁଡ଼ିକୁ ଫେରସ୍ତ କରିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଚିଠି ଲେଖିଛି ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଓ ପୁସ୍ତକାଳୟ ସୋସାଇଟି (PMML) ।
National
ଚେକିଂ ବେଳେ କନଷ୍ଟେବଳଙ୍କ ଉପରେ ମାଡ଼ିଗଲା ଟ୍ରକ୍, ଭିତରେ ଥିଲା ୪ କୋଟିର ଡ୍ରଗ୍ସ
ପୁଲିସ୍ ଫେରାର ହୋଇଯାଇଥିବା ଟ୍ରକ୍ର ପିଛା କରି ଡ୍ରାଇଭର ଓ ହେଲପରଙ୍କୁ ବାନ୍ଧିଛି। ଏଥିସହ ଟ୍ରକ୍ରୁ ୪ କୋଟିରୁ ଅଧିକ ମୂଲ୍ୟର ମାଦକ ଦ୍ରବ୍ୟ ଜବତ କରିଛି।।
National
ଫ୍ରେଶର ପାର୍ଟିରେ ଗଣ୍ଡଗୋଳ; ବାଉନ୍ସରଙ୍କ ମାଡ଼ରେ ଛାତ୍ର ଗୁରୁତର
କଲେଜ ପରିସରରେ ଚାଲିଥିବା ଫ୍ରେଶର ପାର୍ଟି। ନାଚଗୀତରେ ମାତିଥିଲେ ଛାତ୍ରମାନେ। ଏହି ସମୟରେ ଆରମ୍ଭ ହେଲା ମହାଭାରତ ।
National
ପ୍ରେମିକା ସହ ମିଶି ପତ୍ନୀ ତଣ୍ଟି ଚିପିଥିଲେ, ବର୍ଷେ ପରେ ବନ୍ଧା ହେଲେ
ଭଲ ପାଇବା ରାସ୍ତାରେ ପତ୍ନୀ କଣ୍ଟା ହେବାରୁ ତାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କଲେ। ପ୍ରେମିକା ସହ ମିଶି ପତ୍ନୀଙ୍କ ତଣ୍ଟି ଚିପି ଦେଲେ।
National
କାର୍କୁ ମୁହାଁମୁହିଁ ପିଟିଲା ଟ୍ରକ୍; ୬ ମୃତ, ୭ ଗୁରୁତର
ଏକ ଟ୍ରକ୍ ଓ ଏସୟୁଭି କାର୍ ମୁହାଁମୁହିଁ ଧକ୍କା ହେବା ପରେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୭ ଜଣ ଗୁରୁତର ହୋଇଛନ୍ତି।