ଆସିଲା ପେଟ୍ରୋଲର ବିକଳ୍ପ। କାର ଏବଂ ବାଇକରେ ହୋଇପାରିବ ବ୍ୟବହାର। ଗାଡ଼ି ଯେତିକି ଗଡ଼ୁଛି ସେତିକି ପେଟ୍ରୋଲ ପୋଡ଼ୁଛି। ସେପଟେ ପେଟ୍ରୋଲ ପୋଡ଼ିବାରେ ଲାଗିଛି ଲୋକଙ୍କ ପକେଟ। ଉପକୂଳରୁ ଉପାନ୍ତ ପଲ୍ଲୀରୁ ଦିଲ୍ଲୀ, ଗାଡ଼ିରେ ପେଟ୍ରୋଲ ପକାଇ ପକାଇ ଲଣ୍ଡା ହୋଇଗଲେଣି ଲୋକେ। ପକେଟ ଢିଲା ହେବାରେ ଲାଗିଛି ଛାତିକୁ ବାଧୁଛି। ତେବେ ଆଉ ଚିନ୍ତା କରନ୍ତୁ ନାହିଁ। ଆସିଯାଇଛି ପେଟ୍ରୋଲର ବିକଳ୍ପ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
‘ବିଜେଡି ପୋଷ୍ଟରରେ ତାଙ୍କ ଫଟୋ କେମିତି ରହୁଛି’
5T ସଚିବଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ ନିକଟରେ ଅଭିଯୋଗ । ଏଭଳି ଏକ ସାଂଘାତିକ ଅଭିଯୋଗ କରିଛନ୍ତି ଓଡ଼ିଶା କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ।
Odisha
‘ଅଭିଯୋଗ କରିଥିଲୁ, ନିର୍ଦ୍ଦେଶ ଆସିଛି କାର୍ଯ୍ୟାନୁଷ୍ଠାନ ପାଇଁ’
'ମୁଖ୍ୟମନ୍ତ୍ରୀ ବିଦେଶ ଯାଉଛନ୍ତି, ଏବେ କାହିଁକି କୁଆଡ଼େ ଯାଉନାହାନ୍ତି, ମୁଖ୍ୟମନ୍ତ୍ରୀଙ୍କର କଣ ହୋଇଛି, ଆମେ ସମସ୍ତେ ଜାଣିବାକୁ ଚାହୁଁ, ମୁଖ୍ୟମନ୍ତ୍ରୀଙ୍କର କେଉଁ ପ୍ରକାର ଅସମର୍ଥତା ଅଛି, ସମସ୍ତେ ଜାଣିବାକୁ ଚାହୁଁ।; ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ
Odisha
'ଅଡିଓ ବାର୍ତ୍ତା ମୁଖ୍ୟମନ୍ତ୍ରୀଙ୍କର ତ ?’
ମୁଖ୍ୟମନ୍ତ୍ରୀଙ୍କ ଅଡିଓ ବାର୍ତ୍ତାକୁ ନେଇ ପ୍ରଶ୍ନ ଉଠାଇଲେ ପିସିସି ସଭାପତି ଶରତ ପଟ୍ଟନାୟକ।
Odisha
ସିଏମଓ ଠିକ୍ ନା ଅଡିଓ ଠିକ୍?
ଶେଷରେ ବାଧ୍ୟ ହେଲେ। ବରଗଡ଼ରେ କ୍ଲାରିଫିକେସନ ଦେଲେ। ସଭାମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ଅଡ଼ିଓ ବାର୍ତ୍ତା ଶୁଣାଇଲେ ସଚିବ ଭି. କେ. ପାଣ୍ଡିଆନ। ଆଉ ମୁଖ୍ୟମନ୍ତ୍ରୀ କହୁଛନ୍ତି, ମୁଁ ମୋ ସଚିବ ପାଣ୍ଡିଆନ ବାବୁଙ୍କୁ ଆପଣଙ୍କ ସୁଖ ଦୁଃଖ ବୁଝିବାକୁ ପଠାଇଛି। କିନ୍ତୁ ଏନେଇ CMO ଦେଇଥିବା ଉତ୍ତର ଠିକ ନା ମୁଖ୍ୟମନ୍ତ୍ରୀଙ୍କ ଅଡିଓ କ୍ଲିପ ଠିକ୍?