Advertisment

ନନ୍ ଷ୍ଟପ୍ ରାହୁଲ ବିବାଦ !

କଂଗ୍ରେସ ଓ ରାହୁଲ ଗାନ୍ଧିଙ୍କୁ ନେଇ ବିବାଦ ଥମିବାର ନାଁ ନେଉ ନାହିଁ। ରାହୁଲ ଗାନ୍ଧିଙ୍କ ସଂସଦ ସଦସ୍ୟତା ରଦ୍ଦ ପ୍ରସଙ୍ଗ ଏବଂ ଶିଳ୍ପପତି ଗୌତମ ଆଦାନୀଙ୍କ ସହ କେନ୍ଦ୍ର ସରକାରଙ୍କ ସମ୍ପର୍କକୁ ନେଇ କଂଗ୍ରେସ ବରାବର ବିଜେପିକୁ ଟାର୍ଗେଟ କରିଆସୁଛି।

author-image
Manoj Swain

କଂଗ୍ରେସ ଓ ରାହୁଲ ଗାନ୍ଧିଙ୍କୁ ନେଇ ବିବାଦ ଥମିବାର ନାଁ ନେଉ ନାହିଁ। ରାହୁଲ ଗାନ୍ଧିଙ୍କ ସଂସଦ ସଦସ୍ୟତା ରଦ୍ଦ ପ୍ରସଙ୍ଗ ଏବଂ ଶିଳ୍ପପତି ଗୌତମ ଆଦାନୀଙ୍କ ସହ କେନ୍ଦ୍ର ସରକାରଙ୍କ ସମ୍ପର୍କକୁ ନେଇ କଂଗ୍ରେସ ବରାବର ବିଜେପିକୁ ଟାର୍ଗେଟ କରିଆସୁଛି। ଏହାର ଜବାବରେ ଶାସକ ଦଳ ସିଧାସଳଖ ଗାନ୍ଧି ପରିବାର ଉପରେ ହମଲା କରିବା ଆରମ୍ଭ କରିଦେଇଛି। ନିଜ ବ୍ୟକ୍ତିଗତ ସ୍ୱାର୍ଥର ସୁରକ୍ଷା ଲାଗି ଗଣତନ୍ତ୍ରକୁ ଆଳ କରୁଛି ଗାନ୍ଧି ପରିବାର ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ।

Advertisment
Congress Rahul Gandhi Power Politics