Advertisment

ମୋଦି-ଶାହ ଆଗରେ

ବାରାଣସୀ ଲୋକସଭା ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗୁଆ ଅଛନ୍ତି।

ଅଦ୍ୟତନ ହୋଇଛି
Modi and shah

Modi and shah

Advertisment

ଉତ୍ତରପ୍ରଦେଶର ବାରାଣସୀ ଲୋକସଭା ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗୁଆ ଅଛନ୍ତି। ସେହିପରି ଅମିତ ଶାହ ଗାନ୍ଧିନଗର ଲୋକସଭା ଆସନରୁ ୭୩୧୧ ଭୋଟ୍‌ରେ ଆଗୁଆ ଅଛନ୍ତି।

Advertisment

ସେହିପରି ସ୍ମୃତି ଇରାନୀ ଉତ୍ତରପ୍ରଦେଶର ଅମେଠି ଆସନରେ ଆଗୁଆ ଅଛନ୍ତି। ସେ ୩୦୦୦ ଭୋଟ୍‌ରେ ଆଗୁଆ ଅଛନ୍ତି। ଏଠାରେ କଂଗ୍ରେସର ପ୍ରାର୍ଥୀ କିଶୋର ଲାଲ ଶର୍ମା ପଛରେ ଅଛନ୍ତି। ଲକ୍ଷ୍ନୌ ଲୋକସଭା ଆସନରେ ମଧ୍ୟ ଢ଼େର ଆଗରେ ଅଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ୪୭୫ ଭୋଟ୍‌ରେ ରାଜନାଥ ସିଂହ ଆଗୁଆ ଥିବା ବେଳେ ସମାଜବାଦୀ ପାର୍ଟିର ରବି ଦାସ୧୭୫ ଭୋଟ୍‌ରେ ପଛରେ ଅଛନ୍ତି। 

ଉତ୍ତରପ୍ରଦେଶରେ ଏନ୍‌ଡିଏ ୪୨ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୩୨ଟି ଆସନରେ ଆଗୁଆ ଥିବା ସୂଚନା ମିଳିଛି।

Advertisment
LokSabha Election Results 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe