ମୋଦିଙ୍କ ପୋଡକାଷ୍ଟ ଡେବ୍ୟୁ: କହିଲେ- ମୁଁ ମଣିଷ, ଭଗବାନ ନୁହେଁ

୨ ଘଣ୍ଟାର ପୋଡକାଷ୍ଟରେ ପ୍ରଧାନମନ୍ତ୍ରୀ ନିଜର ପିଲା ବେଳ ଠାରୁ ଆରମ୍ଭ କରି ସଂଘର୍ଷ ଓ ସରକାର ଚଳାଇବାର କୌଶଳ ସମ୍ପର୍କରେ ମତ ରଖିଛନ୍ତି।

PM Modi

ପୋଡକାଷ୍ଟରେ ମୋଦି

Hemant Lenka
  • Published: Friday, 10 January 2025
  • Updated: 10 January 2025, 04:24 PM IST

Sports

Latest News

ପୋଡକାଷ୍ଟରେ ଡେବ୍ୟୁ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜେରୋଧା ସହ ପ୍ରତିଷ୍ଠାତା ନିଖିଲ କମାତଙ୍କ People by WTF seriesରେ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଖିବାକୁ ମିଳିଛି। ୨ ଘଣ୍ଟାରୁ ଅଧିକ ସମୟ ଧରି ମୋଦି ପୋଡକାଷ୍ଟରେ ବସି ଅନେକ କଥା କହିଛନ୍ତି। 

ମୋଦି କହିଛନ୍ତି, “ଭୁଲ ହୁଏ। ମୁଁ ମଧ୍ୟ କିଛି ଭୁଲ କରିପାରେ। ମୁଁ ଜଣେ ମଣିଷ। ଭଗବାନ ନୁହେଁ।” ଜେରୋଧାର ସହ ପ୍ରତିଷ୍ଠା ନିଜର ଭାବନା ଓ ଭାଷା ଗତ ଜ୍ଞାନ ସମ୍ପର୍କରେ ପୋଡକାଷ୍ଟରେ ମତ ରଖିଛନ୍ତି। ସେ ଗୋଟିଏ ସମୟରେ ଥଟ୍ଟାମଜାରେ ନିଜର ‘ଖରାପ ହିନ୍ଦୀ’ କଥା କହିଛନ୍ତି।

ନିଖିଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଛନ୍ତି, “ସାର, ଯଦି ମୋର ହିନ୍ଦୀ ଭଲ ଲାଗିବନି, ମୋତେ ଦୟା କରି କ୍ଷମା କରିଦେବେ। ମୁଁ ଜଣେ ଦକ୍ଷିଣ ଭାରତୀୟ। ମୁଁ ବେଙ୍ଗାଲୁରୁରେ ବଢ଼ିଛି। ମୋ ମା’ଙ୍କ ସହର ହେଉଛି ମହୀଶୂର। ଏଠାରେ ଲୋକମାନେ କନ୍ନଡରେ କଥା ହୁଅନ୍ତି। ମୋ ବାପା ମାଙ୍ଗାଲୁରୁ ପାଖର। ମୁଁ ସ୍କୁଲରେ ଯେତିକି ହିନ୍ଦୀ ଶିଖିଛି। ହିନ୍ଦୀ ଉପରେ ମୋର ସେତେଟା ଦକ୍ଷତା ନାହିଁ।”

Also Read

ଏକଥା ଶୁଣି ପ୍ରଧାନମନ୍ତ୍ରୀ କହିଛନ୍ତି, “ଆମ ଦୁଇ ଜଣଙ୍କର ଏମିତି ହିଁ ଚାଲିବ। ମୁଁ ଆପଣଙ୍କ ସାମ୍ନାରେ ବସିଛି ଓ କଥା ହେଉଛି। ମୋତେ ନର୍ଭସ ଲାଗୁଛି। ଏହା ମୋ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ କଥାବାର୍ତ୍ତା। ଏହା ମୋର ପ୍ରଥମ ପୋଡକାଷ୍ଟ। ଏହା ଆପଣଙ୍କ ଦର୍ଶକମାନଙ୍କ ପାଖକୁ କେମିତି ଯିବ, ସେକଥା ମୁଁ ଜାଣିପାରୁନି।”

୨ ଘଣ୍ଟାର ପୋଡକାଷ୍ଟରେ ପ୍ରଧାନମନ୍ତ୍ରୀ ନିଜର ପିଲା ବେଳ ଠାରୁ ଆରମ୍ଭ କରି ସଂଘର୍ଷ ଓ ସରକାର ଚଳାଇବାର କୌଶଳ ସମ୍ପର୍କରେ ମତ ରଖିଛନ୍ତି। ମୋଦି କହିଛନ୍ତି, “ମୋ ପରିବାରର ସବୁ ସଦସ୍ୟଙ୍କ କପଡ଼ାକୁ ମୋତେ ସଫା କରିବାକୁ ପଡ଼େ। କାରଣ କପଡ଼ା ସଫା କରିବା ଦ୍ୱାରା ମୋତେ ପୋଖରୀକୁ ଯିବାକୁ ଅନୁମତି ମିଳୁଥିଲା। ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ହୋଇଥିଲି ସେତେବେଳେ ମୋ ପୁରୁଣା ବନ୍ଧୁମାନଙ୍କୁ ମୁଖ୍ୟମନ୍ତ୍ରୀ ବାସଭବନକୁ ଡାକୁଥିଲି। ହେଲେ ମୁଁ ସେମାନଙ୍କ ସହ ମଜା କରିପାରୁ ନଥିଲି। କାରଣ ମୁଁ ସେମାନଙ୍କୁ ବନ୍ଧୁ ଭାବେ ଦେଖୁଥିବା ବେଳେ ସେମାନେ ମୋତେ ମୁଖ୍ୟମନ୍ତ୍ରୀଙ୍କ ଭଳି ବ୍ୟବହାର କରୁଥିଲେ।”

ମଣିଷ ମାତ୍ରେ ଭୁଲ ଉପରେ ଗୁରୁତ୍ୱ ଦେଇ ମୋଦି କହିଛନ୍ତି, “ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ହୋଇଥିଲି ସେତେବେଳେ ଗୋଟିଏ ଭାଷଣରେ କହିଥିଲି ଯେ ମୁଁ କେବେ ହେଲେ ମୋ ତରଫରୁ ଉଦ୍ୟମରେ ଅବହେଳା କରିବି ନାହିଁ। ଦ୍ୱିତୀୟତଃ ମୁଁ କହିଥିଲି ଯେ ମୁଁ କେବେ ହେଲେ ମୋ ପାଇଁ କିଛି କରିବି ନାହିଁ। ତୃତୀୟରେ କହିଥିଲି, ମୁଁ ମଣିଷ। ମୁଁ ମଧ୍ୟ ଭୁଲ କରିପାରେ। କିନ୍ତୁ ମୁଁ କେବେ ହେଲେ ଖରାପ ଉଦ୍ଦେଶ୍ୟ ରଖି ଭୁଲ କରିବି ନାହିଁ। ଏସବୁକୁ ମୁଁ ମୋ ଜୀବନର ମନ୍ତ୍ର କରିଛି। ଭୁଲ କରିବା ସ୍ୱାଭାବିକ ଘଟଣା। ସର୍ବୋପରି ମୁଁ ମଣିଷ। ମୁଁ ଭଗବାନ ନୁହେଁ। କିନ୍ତୁ ମୁଁ କେବେ ହେଲେ ଜାଣିଶୁଣି ଭୁଲ କରିବି ନାହିଁ।”

ପ୍ରଧାନମନ୍ତ୍ରୀ ୨୦୦୨ ମସିହା ଗୋଧ୍ରା ଘଟଣାକୁ ମଧ୍ୟ ପୋଡକାଷ୍ଟରେ ମନେ ପକାଇଛନ୍ତି। ସେ କହିଛନ୍ତି, “ମୁଁ ୨୦୦୨ ମସିହା ଫେବୃଆରୀ ୨୪ରେ ପ୍ରଥମଥର ପାଇଁ ବିଧାୟକ ହୋଇଥିଲି। ଏହାର ମାତ୍ର ୩ ଦିନ ପରେ ଗୋଧ୍ରାରେ ଗୋଟିଏ ଟ୍ରେନ ପୋଡ଼ି ହୋଇଥିଲେ। ମୁଁ ଗ୍ରାଉଣ୍ଡ ଜିରୋକୁ ଯିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଅଫିସରମାନେ ହେଲିକପ୍ଟର ନଥିବାରୁ ମୋତେ ଯିବାକୁ ଦିଆଯାଇ ନଥିଲା।

ସେମାନେ ଗୋଟିଏ ହେଲିକପ୍ଟରର ବ୍ୟବସ୍ଥା କରିଥିଲେ। କିନ୍ତୁ ତାହା ଭିଆଇପିଙ୍କ ପାଇଁ ଉପଯୁକ୍ତ ନୁହେଁ ବୋଲି ମୋତେ କହିଥିଲେ। ମୁଁ ସେମାନଙ୍କୁ କହିଥିଲି ଯେ ମୁଁ ଭିଆଇପି ନୁହେଁ। ମୁଁ ଜଣେ ସାଧାରଣ ଲୋକ। ରିସ୍କ ଥିଲେ ହେଁ ମୁଁ ଓଏନଜିସିର ସିଙ୍ଗଲ ଇଞ୍ଜିନ ହେଲିକପ୍ଟରରେ ଯାଇଥିଲି ଓ ଗୋଧ୍ରାରେ ପହଞ୍ଚିଥିଲି। ମୁଁ ସେହି ଭୟଙ୍କର ଓ ଯନ୍ତ୍ରଣା ଦାୟକ ଦୃଶ୍ୟକୁ ଦେଖିଛି। ତଥାପି ମୁଁ ମୋର ଭାବପ୍ରବଣତାକୁ ଅଟକାଇଥିଲି। କାରଣ ମୁଁ ମୁଖ୍ୟମନ୍ତ୍ରୀ ହୋଇସାରିଥିଲି।”

ମୋଦି ୨୦୦୨ ଫେବୃଆରୀ ୨୪ରେ ବିଧାନସଭାକୁ ଯାଇଥିଲେ ହେଁ ୨୦୦୧ ଅକ୍ଟୋବର ୭ରୁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ସାରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story