Advertisment

ଲୋକାର୍ପିତ ହେଲା ଦେଶର ସବୁଠୁ ବଡ଼ କେବୁଲ୍ ବ୍ରିଜ୍

ଗୁଜରାଟର ଦ୍ୱାରକାରେ ନିର୍ମାଣ ହୋଇଛି ଏହି ବ୍ରିଜ୍‌। ଏହାର ନାଁ ଦିଆଯାଇଛି ‘ସୁଦର୍ଶନ ସେତୁ’।

Advertisment

ଲୋକାର୍ପିତ ହୋଇଛି ଦେଶର ସବୁଠୁ ବଡ଼ କେବଲ୍-ଷ୍ଟେଡ୍‌ ‍ବା କେବଲ୍ ଆଧାରିତ ବ୍ରିଜ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହାର ଉଦ୍‌ଘାଟନ କରିଛନ୍ତି। ଗୁଜରାଟର ଦ୍ୱାରକାରେ ନିର୍ମାଣ ହୋଇଛି ଏହି ବ୍ରିଜ୍‌। ଏହାର ନାଁ ଦିଆଯାଇଛି ‘ସୁଦର୍ଶନ ସେତୁ’। ଓଖା ଓ ବେଟ୍ ଦ୍ୱାରକା (ବେୟଟ ଦ୍ୱାରକା) ଦୀପକୁ ସଂଯୋଗ କରୁଛି ଏହି ସେତୁ। ଏଥିପାଇଁ ଖର୍ଚ୍ଚ ହୋଇଛି ୯୮୦ କୋଟି ଟଙ୍କା।

Advertisment
Gujarat Sudarshan Setu Narendra Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe