ଅମୃତ ଭାରତ ଯୋଜନାରେ ଓଡ଼ିଶାର ୨୧ ଷ୍ଟେସନ

ଆଜି ୪୧,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରାୟ ୨୦୦୦ ରେଳ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଓ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

PM Modi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Madhupriya Mistry
  • Published: Monday, 26 February 2024
  • Updated: 26 February 2024, 04:16 PM IST

Sports

Latest News

ଲୋକସଭା ନିର୍ବାଚନ ପୂର୍ବରୁ ଓଡ଼ିଶାକୁ ବଡ଼ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶାର ୨୧ଟି ରେଳଷ୍ଟେସନର ଭିତ୍ତି ପ୍ରସ୍ତର ସ୍ଥାପନ ଓ ନବୀକରଣ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏ ସମସ୍ତ ଭିତ୍ତି ପ୍ରସ୍ତର ପ୍ରକଳ୍ପ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଆଜି ୪୧,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରାୟ ୨୦୦୦ ରେଳ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଓ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଭିଡିଓ କନଫରେନ୍ସିଂ ଜରିଆରେ ଏସବୁ ପ୍ରକଳ୍ପ ଗୁଡିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ। ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ୨୭ଟି ରାଜ୍ୟର ୫୫୪ଟି ରେଳ ଷ୍ଟେସନର ପୁନଃବିକାଶ ପାଇଁ ଶିଳାନ୍ୟାସ କରିଛନ୍ତି।

Also Read

ଏଥିରେ ଓଡ଼ିଶାର ୨୧ଟି ରେଳ ଷ୍ଟେସନ୍, ୫୦ଟି ରୋଡ୍ ଓଭର୍ ବ୍ରିଜ୍ ଏବଂ ଅଣ୍ଡର ପାସ୍ ରହିଛି। ପାରଳାଖେମୁଣ୍ଡି, କେନ୍ଦୁଝର, ବ୍ରଜରାଜନଗର, ସମ୍ବଲପୁର ସିଟି, ଜୟପୁର ଭଳି ଷ୍ଟେସନ୍ ରହିଛି। ଏହି ସବୁ ଷ୍ଟେସନକୁ ଅମୃତ ଭାରତ ଷ୍ଟେସନ ରୂପେ ପରିଣତ କରାଯିବ। ଯେଉଁଥିରେ ରହିବ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା। ଫୁଟ୍ ଓଭର ବ୍ରିଜ୍, ଫୁଡ୍ କୋର୍ଟ, ବହୁସ୍ତରୀୟ ପାର୍କିଂ, ଏସ୍କାଲେଟର୍, ରୁଫ୍ ପ୍ଲାଜା, ସପିଂ ଜୋନ୍ ଭଳି ଅନେକ ବ୍ୟବସ୍ଥା ରହିବ।

ସାକ୍ଷୀଗୋପାଳ ରୋଡ ଓଭର ବ୍ରିଜ୍ ପାଇଁ ୬କୋଟି ୬୧ ଲକ୍ଷ ଟଙ୍କା ବୟ ବରାଦ କରାଯାଇଛି। ଯାଜପୁର ରୋଡ୍ ରେଳ ଷ୍ଟେସନ ମାଲ ଗୋଦାମ ନିକଟରେ ଓଭରବ୍ରିଜ୍ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି।

ସେହିପରି ମହାରାଷ୍ଟ୍ରର ୫୬, ଗୁଜରାଟର ୪୫, ଆନ୍ଧ୍ରପ୍ରଦେଶର ୪୬, ତାମିଲନାଡୁର ୩୪, ବିହାର ୩୩, ମଧ୍ୟପ୍ରଦେଶର ୩୩, କର୍ଣ୍ଣାଟକର ୩୧, ଝାଡଖଣ୍ଡର ୨୭, ଛତିଶଗଡର ୨୧ ଓ ରାଜସ୍ଥାନର ୨୧ ରେଳ ଷ୍ଟେସନ ପୁନଃବିକାଶ ପାଇଁ ଶିଳାନ୍ୟାସ କରିଛନ୍ତି ମୋଦି।

ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦି ୧୫୦୦ ରୋଡ୍ ଓଭରବ୍ରିଜ୍ ଏବଂ ଅଣ୍ଡରପାସ୍‌ର ଭିତ୍ତି ପ୍ରସ୍ତର ମଧ୍ୟ ଉଦ୍‌ଘାଟନ କରିଛନ୍ତି। ଏଥିରେ ଉତ୍ତରପ୍ରଦେଶର ୨୫୨, ମହାରାଷ୍ଟ୍ରର ୧୭୫, ମଧ୍ୟପ୍ରଦେଶର ୧୩୩, ଗୁଜରାଟର ୧୨୮, ତାମିଲନାଡୁର ୧୧୫, ରାଜସ୍ଥାନର ୧୦୬, ଛତିଶଗଡର ୯୦ ଏବଂ ଝାଡଖଣ୍ଡର ୮୩ଟି ପ୍ରକଳ୍ପ ଅନ୍ତର୍ଭୁକ୍ତ ଅଛି।  

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story