୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଶପଥପାଠ ଉତ୍ସବରେ ସାମିଲ ହେବେ ମୋଦି

୩ ରାଜ୍ୟରେ ଆୟୋଜିତ ହେବାକୁ ଥିବା ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ନେତାଙ୍କ ଶପଥପାଠ ଉତ୍ସବରେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହିବେ।

PM Modi PhotoET

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (ଫାଇଲ ଫଟୋ)

Hemant Lenka
  • Published: Saturday, 04 March 2023
  • Updated: 04 March 2023, 05:54 PM IST

Sports

Latest News

ଉତ୍ତର ପୂର୍ବ ଭାରତର ୩ ରାଜ୍ୟ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ତରେ ବିଜେପି ସରକାର ଗଠନ କରିବାକୁ ଯାଉଛି। ଏହି ୩ ରାଜ୍ୟରେ ଆୟୋଜିତ ହେବାକୁ ଥିବା ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ନେତାଙ୍କ ଶପଥପାଠ ଉତ୍ସବରେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହିବେ। ତ୍ରିପୁରାରେ ବିଜେପି ସରକାର ଗଠନ ପାଇଁ ସ୍ପଷ୍ଟ ଜନମତ ପାଇଥିବା ବେଳେ ମେଘାଳୟ ଓ ନାଗାଲାଣ୍ଡରେ ଜୁନୟର ପାର୍ଟନର ଭାବେ କ୍ଷମତା ଦଖଲ କରିବାକୁ ଯାଉଛି।

ଉତ୍ତରପୂର୍ବ ରାଜ୍ୟରେ ବିଜେପି ନିଜର ଦବଦବା ଜାରି ରଖିବା ଓ ଏହି ଅଞ୍ଚଳ ପ୍ରତି ଅତ୍ୟନ୍ତ ଭଲ ପାଇବା ରହିଛି ବୋଲି ଦେଖାଇବା ପାଇଁ ମୋଦି ଶପଥପାଠ ଉତ୍ସବରେ ସାମିଲ ହେବାକୁ ଯାଉଥିବା କୁହାଯାଉଛି। ପ୍ରଧାନମନ୍ତ୍ରୀ ମୋଦି ମାର୍ଚ୍ଚ ୭ରେ ନାଗାଲାଣ୍ଡ ଓ ମେଘାଳୟରେ ଆୟୋଜିତ ହେବାକୁ ଥିବା ଶପଥପାଠ ଉତ୍ସବରେ ସାମିଲ ହେବେ। ଏହାର ଦିନକ ପରେ ତ୍ରିପୁରାରେ ମୁଖ୍ୟମନ୍ତ୍ରୀଙ୍କ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଯୋଗଦେବେ।

୩ ରାଜ୍ୟର ସଫଳତା ପରେ ବିଜେପି ପକ୍ଷରୁ ଦିଲ୍ଲୀରେ ବିଜୟ ଉତ୍ସବ ପାଳନ କରାଯାଇଥିଲା। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଦଳୀୟ କର୍ମୀ ଓ ନେତାଙ୍କୁ ସମ୍ବୋଧନ କରିଥିଲେ। ଏଥିସହ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ଲୋକଙ୍କୁ ଧନ୍ୟବାଦ ଜଣାଇଥିଲେ।

Also Read

ବିଜେପି ତ୍ରିପୁରାରେ ବେଶ ସହଜରେ ସରକାର ଗଠନ କରିଥିବା ବେଳେ ନାଗାଲାଣ୍ଡରେ ଏନଡିପିପି ସହ ମେଣ୍ଟ କରି କ୍ଷମତାରେ ବସିବ। ମେଘାଳୟରେ ଏନସିପି ଓ ବିଜେପି ମିଳିତ ଭାବେ ସରକାର ଗଠନ କରିବାକୁ ଯାଉଛନ୍ତି।

ମେଘାଳୟ ବିଧାନସଭା ନିର୍ବାଚନରେ କୌଣସି ଦଳକୁ ସରକାର ଗଠନ ପାଇଁ ସ୍ପଷ୍ଟ ବହୁମତ ମିଳି ନଥିଲା। ତେଣୁ ଏନପିପି ସର୍ବବୃହତ୍ତ ଦଳ ଭାବେ ବିଜେପି ଓ ଆଉ କିଛି ସ୍ୱାଧୀନ ବିଧାୟକଙ୍କୁ ନେଇ ସରକାର ଗଠନ କରିବାକୁ ଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story