Advertisment

ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ

ଯବାନଙ୍କ ସହ ଦୀପାବଳି ମନାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥର ହିମାଚଳ ପ୍ରଦେଶର ଲେପଚା ସୀମାନ୍ତରେ ଦୀପାବଳି ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ। ଯବାନମାନଙ୍କୁ ମିଠା ଖୁଆଇ ସେମାନଙ୍କ ପରାକ୍ରମ ଓ ଦେଶ ସେବାକୁ ସାଧୁବାଦ ଜଣାଇବା ସହ ଉତ୍ସାହିତ କରିଛନ୍ତି।

author-image
Manoj Swain

ଯବାନଙ୍କ ସହ ଦୀପାବଳି ମନାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥର ହିମାଚଳ ପ୍ରଦେଶର ଲେପଚା ସୀମାନ୍ତରେ ଦୀପାବଳି ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ। ଯବାନମାନଙ୍କୁ ମିଠା ଖୁଆଇ ସେମାନଙ୍କ ପରାକ୍ରମ ଓ ଦେଶ ସେବାକୁ ସାଧୁବାଦ ଜଣାଇବା ସହ ଉତ୍ସାହିତ କରିଛନ୍ତି। ପ୍ରଧାନମନ୍ତ୍ରୀ ଲେପଚାର ଉଚ୍ଚତମ ଗିରିଶୃଙ୍ଗରୁ ଦେଶବାସୀଙ୍କୁ ଉଦବୋଧନ ଜଣାଇ କହିଛନ୍ତି, "ଭାରତର ପ୍ରଥମ ଗାଁରୁ ଦୀପାବଳି ପାଳନ କରିବା ସମୟରେ ଦେଶବାସୀଙ୍କୁ ମୋର ଅଭିନନ୍ଦନ, ଶୁଭ ଦୀପାବଳି।"

Advertisment
Narendra Modi Diwali 2023