"ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଭଉଣୀ ୱାଇଏସ ଶର୍ମିଲାଙ୍କୁ ଉଠାଇନେଲା ପୋଲିସ। ଟିଏସପିଏସସି ପେପର ଲିକ ଘଟଣାରେ ହାଇଦ୍ରାବାଦ ଏସଆଇଟି ଅଫିସ ଯାଉଥିଲେ ୱାଇଏସ ଶର୍ମିଲା। ତେଣୁ ପୋଲିସ ତାଙ୍କୁ ଉଠାଇ ନେଇ ସ୍ଥାନୀୟ ଥାନା ନେଉଥିବା ଦେଖିବାକୁ ମିଳିଛି। Advertisment "