ବଢ଼ିଲା ଧାନର ଏମଏସ୍‌ପି, ଏବେ କେତେ ଟଙ୍କା ପାଇବେ ଚାଷୀ

କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣଳାୟର ବିବୃତି ଅନୁସାରେ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସ୍‌ପି କ୍ୱିଣ୍ଟାଲ ପିଛା ୧୪୩ ଟଙ୍କା ବଢ଼ିଛି।

MSP

Representational image

Hemant Lenka
  • Published: Wednesday, 07 June 2023
  • Updated: 07 June 2023, 04:02 PM IST

Sports

Latest News

ଖରିଫ ଫସଲ ପାଇଁ ଆଜି କେନ୍ଦ୍ର ସରକାର ଧାନ ସମେତ ବିଭିନ୍ନ ଖାଦ୍ୟ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସ୍‌ପି ବୃଦ୍ଧି କରିଛନ୍ତି। ଚାଷୀଙ୍କ ଆୟ ଓ ଚାଷର ବିକାଶ ପାଇଁ କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଅର୍ଥନୀତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟରେ ଖରିଫ ଋତୁରେ ହେବାକୁ ଥିବା ଖାଦ୍ୟ ଶସ୍ୟର ଏମଏସ୍‌ପି ବୃଦ୍ଧି ପ୍ରସ୍ତାବ ଉପରେ ମୋହର ଲଗା ଯାଇଛି।

Also Read

କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣଳାୟର ବିବୃତି ଅନୁସାରେ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସ୍‌ପି କ୍ୱିଣ୍ଟାଲ ପିଛା ୧୪୩ ଟଙ୍କା ବଢ଼ିଛି। ଚାଷୀମାନେ ଏବେ ସାଧାରଣ ଧାନ ପିଛା ୨୧୮୩ ଟଙ୍କା ପାଇବେ। ସେହିପରି ଗ୍ରେଡ ଏ ଧାନାର ଏମଏସ୍‌ପି ୨୨୦୩ ଟଙ୍କା ରହିଛି। ୨୦୧୪-୧୫ରେ ସାଧାରଣ ଧାନର ଏମଏସ୍‌ପି କ୍ୱିଣ୍ଟାଲ ପିଛି ୧୩୬୦ ଟଙ୍କା ବେଳେ ୨୦୨୩-୨୪ରେ ଏହା ୨୧୮୩ରେ ପହଞ୍ଚିଛି।

ଏହାବାଦ ଯଅ-ହାଇବ୍ରିଡର କ୍ୱିଣ୍ଟାଲ ପିଛା ଦାମ ୨୯୭୦ରୁ ଟଙ୍କାରୁ ବଢ଼ି ୩୧୮୦ ଟଙ୍କା ଓ ଯଅ ମାଲଦାଣ୍ଡିର ଦାମ ୨୯୯୦ରୁ ବଢ଼ି ୩୨୨୫ ଟଙ୍କା ହୋଇଛି।

କାହାର ଦାମ କେତେ ହେଲା

୧- ବାଜରାର କ୍ୱିଣ୍ଟାଲ ପିଛା ଦାମ ୨୦୨୨-୨୩ରେ ୨୩୫୦ ଥିବା ବେଳେ ଏବେ ୨୫ଶହ ହୋଇଛି

୨- ମାଣ୍ଡିଆର ଦାମ ୨୦୨୨-୨୩ରେ ୩୫୭୮ ଥିବା ବେଳେ ଏବେ ୩୮୪୬ ଟଙ୍କା 

୩- ମକାର ଦାମ ୨୦୨୨-୨୩ରେ ୧୯୬୨ ଥିବା ବେଳେ ଏବେ ୨୦୯୦ ଟଙ୍କା

୪- ଚଣା ଓ ହରଡ଼ ଡାଲିର ଦାମ ୨୦୨୨-୨୩ରେ ୬୬୦୦ ଟଙ୍କା ଥିବା ବେଳେଆ ଏବେ ୭ ହଜାର ଟଙ୍କା

୫- ମୁଗ ଡାଲିର ଦାମ ୨୦୨୨-୨୩ରେ ୭୭୫୫ ଟଙ୍କା ଥିବା ବେଳେ ଏବେ ୮୫୫୮ ଟଙ୍କା 

୬- ବିରି ଡାଲିର ଦାମ ୨୦୨୨-୨୩ରେ ୬୬୦୦ ଟଙ୍କା ଥିବା ବେଳେ ଏବେ ୬୯୫୦ ଟଙ୍କା

୭- ବାଦାମର କ୍ୱିଣ୍ଟାଲ ପିଛା ଦାମ ୨୦୨୨-୨୩ରେ ୫୮୫୦ ଟଙ୍କା ଥିବା ବେଳେ ଏବେ ୬୩୭୭ ଟଙ୍କା

୮- ସୂର୍ଯ୍ୟମୁଖୀ ମଞ୍ଜିର ଦାମ କ୍ୱିଣ୍ଟାଲ ପିଛା ୨୦୨୨-୨୩ରେ ୬୪୦୦ ଟଙ୍କା ଥିବା ବେଳେ ଏବେ ୬୭୬୦ ଟଙ୍କା

୯- ସୋୟାବିନ(ୟେଲୋ)ର ଦାମ ୨୦୨୨-୨୩ରେ ୪୩୦୦ ଟଙ୍କା ଥିବା ବେଳେ ଏବେ ୪୬୦୦ ଟଙ୍କା 

୧୦- ରାଶିର ଦାମ ୨୦୨୨-୨୩ରେ ୭୮୩୦ ଟଙ୍କା ଥିବା ବେଳେ ଏବେ ୮୬୩୫ ଟଙ୍କା 

୧୧- ପେସୀର ଦାମ ୨୦୨୨-୨୩ରେ ୭୨୮୭ ଟଙ୍କା ଥିବା ବେଳେ ଏବେ ୭୭୩୪ ଟଙ୍କା

୧୨- କଟନ(ମିଡିୟମ)ର କ୍ୱିଣ୍ଟାଲ ପିଛା ଦାମ ୨୦୨୨-୨୩ରେ ୬୦୮୦ ଟଙ୍କା ଥିବା ବେଳେ ଏବେ ୬୬୨୦ ଟଙ୍କା

୧୩- କଟନ(ଲଙ୍ଗ)ର ଦାମ ୨୦୨୨-୨୩ରେ ୬୩୮୦ ଟଙ୍କା ଥିବା ବେଳେ ଏବେ ୭୦୨୦ ଟଙ୍କା ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story