ଅମୃତ କାଳରେ ଅମୃତ ଭାରତ ଟ୍ରେନ୍ | Odisha Reporter
‘ବନ୍ଦେ ଭାରତ'ର ସଫଳତା ପରେ ଟ୍ରାକ୍ରେ ଗଡ଼ିବାକୁ ଯାଉଛି 'ଅମୃତ ଭାରତ' ଟ୍ରେନ୍। ଖୁବଶୀଘ୍ର ଏହାକୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। 'ବନ୍ଦେ ଭାରତ' ପରି ଏଥିରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର ହୋଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
