Advertisment

ରାମସେତୁର ଆରମ୍ଭ ସ୍ଥାନରେ ପୂଜାର୍ଚ୍ଚନା କଲେ ମୋଦି

ଧନୁଷକୋଡ଼ି ନିକଟରେ ପ୍ରଧାନମନ୍ତ୍ରୀ ଆରିଚାଲ ମୁନାଇ ପରିଦର୍ଶନ କରିଛନ୍ତି, ଯେଉଁଠାରୁ ରାମ ସେତୁ ନିର୍ମାଣ ହୋଇଥିଲା ବୋଲି କୁହାଯାଏ।

author-image
Manoj Swain

ତାମିଲନାଡୁ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ଧନୁଷକୋଡ଼ିସ୍ଥିତ କୋଥାଣ୍ଡାରାମାସ୍ୱାମୀ ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ଧନୁଷକୋଡ଼ି ନିକଟରେ ପ୍ରଧାନମନ୍ତ୍ରୀ ଆରିଚାଲ ମୁନାଇ ପରିଦର୍ଶନ କରିଛନ୍ତି, ଯେଉଁଠାରୁ ରାମ ସେତୁ ନିର୍ମାଣ ହୋଇଥିଲା ବୋଲି କୁହାଯାଏ।

Advertisment
Narendra Modi Tamilnadu