Advertisment

ରାମସେତୁର ଆରମ୍ଭ ସ୍ଥାନରେ ପୂଜାର୍ଚ୍ଚନା କଲେ ମୋଦି

ଧନୁଷକୋଡ଼ି ନିକଟରେ ପ୍ରଧାନମନ୍ତ୍ରୀ ଆରିଚାଲ ମୁନାଇ ପରିଦର୍ଶନ କରିଛନ୍ତି, ଯେଉଁଠାରୁ ରାମ ସେତୁ ନିର୍ମାଣ ହୋଇଥିଲା ବୋଲି କୁହାଯାଏ।

Advertisment

ତାମିଲନାଡୁ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ଧନୁଷକୋଡ଼ିସ୍ଥିତ କୋଥାଣ୍ଡାରାମାସ୍ୱାମୀ ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ଧନୁଷକୋଡ଼ି ନିକଟରେ ପ୍ରଧାନମନ୍ତ୍ରୀ ଆରିଚାଲ ମୁନାଇ ପରିଦର୍ଶନ କରିଛନ୍ତି, ଯେଉଁଠାରୁ ରାମ ସେତୁ ନିର୍ମାଣ ହୋଇଥିଲା ବୋଲି କୁହାଯାଏ।

Advertisment
Tamilnadu Narendra Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe