ସମ୍ପତ୍ତି ଲୋଭ, ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ଏବଂ ଭଉଣୀ ଶର୍ମିଳାଙ୍କ ମଧ୍ୟରେ କଳି

ତାଙ୍କର ଏବଂ ତାଙ୍କ ପତ୍ନୀ ଭାରତୀଙ୍କ ମାଲିକାନାରେ ଥିବା ସରସ୍ୱତୀ ପାୱାର ଏବଂ ଇଣ୍ଡଷ୍ଟ୍ରିଜ୍‌ର ଅଂଶଧନ ତାଙ୍କ ଭଉଣୀ ଶର୍ମିଳା ନିଜ ନାମରେ ଏବଂ ମା' ବିଜୟମ୍ମାଙ୍କ ନାମରେ ବେଆଇନ ଭାବେ ଅଂଶଧନ ହସ୍ତାନ୍ତର କରିଥିବା ଅଭିଯୋଗ ହୋଇଛି।

Jagan and Sharmila

ଜଗନ ମୋହନ ରେଡ୍ଡୀ ଓ ଶର୍ମିଲା ରେଡ୍ଡୀ

Madhupriya Mistry
  • Published: Thursday, 24 October 2024
  • Updated: 24 October 2024, 02:19 PM IST

Sports

Latest News

ପୈତୃତକ ସମ୍ପତ୍ତି ଲୋଭ। ଏହାକୁ ନେଇ ତେଜିଲା ଭାଇ ଭଉଣୀ କଳି। ଏହା କୌଣସି ଗାଁର ସାଧାରଣ ପରିବାରର ନୁହେଁ ବରଂ ଆନ୍ଧ୍ର ପ୍ରଦେଶର ରେଡ୍ଡୀ ପରିବାରର ଭାଇ ଉଭଣୀଙ୍କ କଳି। ଯୁବଜନ ଶ୍ରମିକ ରାଇତୁ କଂଗ୍ରେସ ପାର୍ଟି (ୱାଇଏସଆରସିପି) ମୁଖ୍ୟ ୱାଇଏସ୍ ଜଗନ ମୋହନ ରେଡ୍ଡୀ ଏବେ ତାଙ୍କ ଭଉଣୀ ତଥା ଆନ୍ଧ୍ରପ୍ରଦେଶ କଂଗ୍ରେସ ସଭାପତି ୱାଇଏସ୍ ଶର୍ମିଲାଙ୍କ ବିରୋଧରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି।

ଜଗନ ଏବଂ ଶର୍ମିଲାଙ୍କ ମଧ୍ୟରେ ବିବାଦ ଏକ ଆଇନଗତ ଲଢ଼େଇ ଆକାରରେ ଏବେ ଏକ ନୂଆ ମୋଡ଼ ନେଇଛି। ଏଥିପାଇଁ ସେ ଏନସିଏଲଟିର ଦ୍ୱାରସ୍ଥ ହୋଇଛନ୍ତି। ସେ ଏକ ପିଟିସନ ଦାଖଲ କରିଛନ୍ତି। ତାଙ୍କର ଏବଂ ତାଙ୍କ ପତ୍ନୀ ଭାରତୀଙ୍କ ମାଲିକାନାରେ ଥିବା ସରସ୍ୱତୀ ପାୱାର ଏବଂ ଇଣ୍ଡଷ୍ଟ୍ରିଜ୍‌ର ଅଂଶଧନ ତାଙ୍କ ଭଉଣୀ ଶର୍ମିଳା ନିଜ ନାମରେ ଏବଂ ମା' ବିଜୟମ୍ମାଙ୍କ ନାମରେ ବେଆଇନ ଭାବେ ଅଂଶଧନ ହସ୍ତାନ୍ତର କରିଥିବା ଅଭିଯୋଗ ହୋଇଛି।

Also Read

ଗତ ମାସରେ ଏନେଇ ଦାଖଲ ହୋଇଥିବା ଆବେଦନକୁ ଏନସିଏଲଟିର ହାଇଦ୍ରାବାଦ ବେଞ୍ଚ ଶୁଣାଣି କରିଥିଲା ​​ଏବଂ ପରବର୍ତ୍ତୀ ଶୁଣାଣି ନଭେମ୍ବର ପାଇଁ ସ୍ଥିର କରାଯାଇଥିଲା। ନିଜ ପିଟିସନରେ ଜଗନ କହିଥିଲେ ଯେ ସେ ଶର୍ମିଲାଙ୍କ ସହ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି ଯେଉଁଥିରେ କୁହାଯାଇଛି ଯେ ସାନ ଉଭଣୀ ଶର୍ମିଳାଙ୍କୁ ସେ ସରସ୍ୱତୀ ପାୱାର ଆଣ୍ଡ ଇଣ୍ଡଷ୍ଟ୍ରିଜରେ ଥିବା ତାଙ୍କର ଏବଂ ତାଙ୍କ ପତ୍ନୀଙ୍କ ଅଂଶକୁ ଉପହାର ମାଧ୍ୟମରେ ତାଙ୍କ ଭଉଣୀକୁ ହସ୍ତାନ୍ତର କରିବେ। ଯଦିଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଜବରଦଖଲ ସମେତ କେତେକ ସମ୍ପତ୍ତି ସମ୍ବନ୍ଧରେ ବିଚାରାଧୀନ ମାମଲା ରହିଛି।

ପୂର୍ବତନ ମୁଖ୍ୟମନ୍ତ୍ରୀ ତାଙ୍କ ଭଉଣୀଙ୍କୁ ଲେଖିଥିବା ଚିଠିରେ କହିଛନ୍ତି ଯେ ଆଇନଗତ ଦାୟିତ୍ୱ ପୂରଣ ନ କରି ଏବଂ ଅଦାଲତଙ୍କ ଅନୁମୋଦନ ବିନା ସେୟାର ହସ୍ତାନ୍ତର କରିବା ଠିକ୍ ହେବ ନାହିଁ। ଚୁକ୍ତିକୁ ବାତିଲ କରିବାକୁ ଇଚ୍ଛା ପ୍ରକାଶ କରି ସେ କହିଛନ୍ତି, ଆମ ମଧ୍ୟରେ ସମ୍ପର୍କ ଭଲ ନାହିଁ, ଏହା ଆଉ ଗୋପନ ନୁହେଁ। ଏହି ପରିବର୍ତ୍ତିତ ସ୍ଥିତିକୁ ଦୃଷ୍ଟିରେ ରଖି ମୁଁ ଆପଣଙ୍କୁ ଆନୁଷ୍ଠାନିକ ଭାବେ ଜଣାଇବାକୁ ଚାହୁଁଛି ଯେ ବୁଝାମଣାପତ୍ରରେ ପ୍ରକାଶିତ ମୂଳ ଉଦ୍ଦେଶ୍ୟ ଉପରେ ଆଗକୁ ବଢ଼ିବାର ମୋର କୌଣସି ଇଚ୍ଛା ନାହିଁ। '

ଜଗନ କହିଛନ୍ତି ଯେ ତାଙ୍କ ବାପା, ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ ରାଜଶେଖର ରେଡ୍ଡୀ ଏବଂ ପୈତୃକ ଲୋକଙ୍କ ଦ୍ୱାରା ଅଧିଗ୍ରହଣ କରାଯାଇଥିବା ସମ୍ପତ୍ତିକୁ ପରିବାର ସଦସ୍ୟଙ୍କ ମଧ୍ୟରେ ବଣ୍ଟାଯାଇଛି।

ପୂର୍ବତନ ମୁଖ୍ୟମନ୍ତ୍ରୀ ସେୟାର (ଜଗନଙ୍କ ନିଜର ସମ୍ପତ୍ତି) ହସ୍ତାନ୍ତର କରିବାକୁ ଚାହୁଁଥିଲେ। ଏହାବ୍ୟତୀତ ସେ ୨୦୦ କୋଟି ଟଙ୍କା ମଧ୍ୟ ଟ୍ରାନ୍ସଫର କରିଥିଲେ, ଯାହାକୁ ସେ ସିଧାସଳଖ କିମ୍ବା ତାଙ୍କ ମା'ଙ୍କ ଜରିଆରେ ତାଙ୍କ ଭଉଣୀକୁ ଦେଇଥିଲେ।

ପୂର୍ବତନ ମୁଖ୍ୟମନ୍ତ୍ରୀ ତାଙ୍କ ଆବେଦନରେ କହିଛନ୍ତି ଯେ ସେ ଏବଂ ଶର୍ମିଲା ୨୦୧୯ ଅଗଷ୍ଟ ୩୧ରେ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ, ଯେଉଁଥିରେ ସେ ଉପଯୁକ୍ତ ପ୍ରକ୍ରିୟା ଶେଷ କରିବା ପରେ ତାଙ୍କର ଏବଂ ଭାରତୀଙ୍କ ଅଂଶଧନ ତାଙ୍କ ଭାଇଙ୍କୁ ହସ୍ତାନ୍ତର କରିବେ। ଯାହା କୌଣସି ନିୟମ ସହିତ ଚୁକ୍ତି ନୁହେଁ ବରଂ ପରିବାର ପାଇଁ ଏକ ଦାୟିତ୍ୱ ବୋଲି ଚିନ୍ତା କରି ଏପରି ଏକ ପଦକ୍ଷେପ ନେଇଛନ୍ତି ବୋଲି ଉଲ୍ଲେଖ କରିଛନ୍ତି।

ୱାଇଏସ୍ ଶର୍ମିଲା ହେଉଛନ୍ତି ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ୍ ରାଜଶେଖର ରେଡ୍ଡୀଙ୍କ ଝିଅ। ୱାଇଏସଆରସିପି ମୁଖ୍ୟ ୱାଇଏସ୍ ଜଗନ ମୋହନ ରେଡ୍ଡୀଙ୍କ ସାନ ଭଉଣୀ। ଶର୍ମିଳା ତାଙ୍କ ଭାଇ ଜଗନଙ୍କଠାରୁ ବର୍ଷକରେ ସାନ। ଆନ୍ଧ୍ରପ୍ରଦେଶର ଅନୀଲ କୁମାରଙ୍କୁ ଶର୍ମିଳା ବିବାହ କରିଛନ୍ତି। ଭାଇ ଜଗନଙ୍କ ସହ ଶର୍ମିଲାଙ୍କ ରାଜନୈତିକ ତିକ୍ତତା ରହିଛି। ନିଜ ଭାଇଙ୍କ ସହ ୱାଇଏସଆର କଂଗ୍ରେସ ପାର୍ଟିରେ ସାମିଲ ଥିବା ଶର୍ମିଳା ଜୁଲାଇ ୨୦୨୧ରେ ଅଲଗା ହୋଇଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story