Advertisment

ସଂସଦ କମ୍ପ୍ଲେକ୍ସରେ ନିଜ ଦଳର ନେତାଙ୍କୁ ଭେଟିଲେ ରାହୁଲ ଗାନ୍ଧି

ଶ୍ରୀ ଗାନ୍ଧି ପାର୍ଟି କାର୍ଯ୍ୟାଳୟରେ ପ୍ରାୟ ୨୦ମିନିଟ୍ ରହିଥିଲେ।

undefined

Rahul Gandhi

Advertisment

କଂଗ୍ରେସ ନେତା ରାହୁଲ ଗାନ୍ଧି ବୁଧବାର ସଂସଦ ଗୃହ କମ୍ପ୍ଲେକ୍ସରେ ଦଳର କାର୍ଯ୍ୟାଳୟ ପରିଦର୍ଶନ କରି ସେଠାରେ କିଛି ସଦସ୍ୟଙ୍କୁ ଭେଟିଥିଲେ। ଶ୍ରୀ ଗାନ୍ଧି ପାର୍ଟି କାର୍ଯ୍ୟାଳୟରେ ପ୍ରାୟ ୨୦ମିନିଟ୍ ରହିଥିଲେ। ଏହି ସମୟରେ ସେ ଶିବସେନା ସାଂସଦ ସଞ୍ଜୟ ରାଉତ ଏବଂ ଅନ୍ୟମାନଙ୍କୁ ଭେଟିଥିଲେ। ପରେ ସେ ତାଙ୍କ ମା’ଙ୍କ ସହ ମଧ୍ୟାହ୍ନ ଭୋଜନ ପାଇଁ ଚାଲିଯାଇଥିଲେ। ଏହି ସମୟରେ ସେ ଗଣମାଧ୍ୟମ ସହ ଆଲୋଚନା କରିଥିଲେ। ଇତିମଧ୍ୟରେ

Advertisment

ରାହୁଲ ଗାନ୍ଧି ନିଜ ସରକାରୀ ବଙ୍ଗଳା ଖାଲି କରିବାକୁ ରାଜି ହୋଇଛନ୍ତି ରାହୁଲ ଗାନ୍ଧୀ । ଲୋକସଭା ସଚିବାଳୟର ଉପସଚିବଙ୍କୁ ଚିଠି କରି, ରାହୁଲ ଲେଖିଛନ୍ତି- ଲୋକଙ୍କ ଜନାଦେଶ ବଳରେ ୪ଥର ଲୋକସଭାର ସଦସ୍ୟ ହୋଇଛି । ମୋର ଅଧିକାରକୁ ପକ୍ଷଭୁତ ନକରି, ମୁଁ ନିଶ୍ଚିତ ଭାବେ ଆପଣଙ୍କ ଆଦେଶକୁ ପାଳନ କରିବି ଆଉ ନୋଟିସରେ କୁହାଯାଇଥିବା ସବୁ ପଦକ୍ଷେପ ଗ୍ରହଣ କରିବି । ଅର୍ଥାତ୍ ସଫାସଫା ବଙ୍ଗଳା ଛାଡ଼ିବାକୁ ସହମତି ଦେଖାଇଛନ୍ତି ରାହୁଲ ଗାନ୍ଧି ।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେ କହିଛନ୍ତି, ଯଦି ରାହୁଲ ଗାନ୍ଧି ବଙ୍ଗଳା ଖାଲି କରନ୍ତି ତେବେ ନିଜ ମା’ ସୋନିଆ ଗାନ୍ଧି ସହ ରହିପାରିବେ । ନଚେତ୍ ମୋ ପାଖରେ ଆସି ମଧ୍ୟ ରହିପାରିବେ ।

Advertisment
India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe