Advertisment

ପଦ ଗଲା, ବଙ୍ଗଳା ବି ଗଲା

ମୋଦି ସାଙ୍ଗିଆକୁ ନେଇ ଦେଇଥିବା ବିବାଦୀୟ ବୟାନ ପାଇଁ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ସୁରଟ କୋର୍ଟ। ଏହାପରେ ତାଙ୍କୁ ୨ ର୍ବଷ ଜଲେ ଦଣ୍ଡାଦଶେ ସହ ସାଂସଦ ପଦ ମଧ୍ୟ ହରାଇବାକୁ ପଡ଼ିଲା। ଏହା ପରେ ରାହୁଲ ଗାନ୍ଧିଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ ମିଳିଥିଲା ନୋଟିସ୍ । ଫଳରେ ରାହୁଲ ଦିଲ୍ଲୀର ୧୦ ତୁଗଲକ ଲେନରେ ଥିବା ସରକାରୀ ବଙ୍ଗଳା ଖାଲି କରିଥିବା ଦେଖିବାକୁ ମିଳିଛି।

Congress Rahul Gandhi Power Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe