ବିବାହ କଥା କହିଲେ ଲାଲୁ, ଲାଜେଇ ଗଲେ ରାହୁଲ | Odisha Reporter
ରାହୁଲ ଗାନ୍ଧୀଙ୍କୁ ଲାଲୁ ପ୍ରସାଦଙ୍କ ବିବାହ ପରାମର୍ଶ। ପାଟଣାରେ ଚାଲିଥିବା ବିରୋଧି ଦଳର ବୈଠକରେ ଉଦବୋଧନ ଦେଇ ଏମିତି କହିଲେ ଲାଲୁ। ହସିଲେ ସବୁ ନେତା। ଲାଜେଇ ଗଲେ ରାହୁଲ।
Advertisment
ବିବାହ କଥା କହିଲେ ଲାଲୁ, ଲାଜେଇ ଗଲେ ରାହୁଲ | Odisha Reporter