ରାହୁଲ ଗାନ୍ଧୀଙ୍କୁ ଲାଲୁ ପ୍ରସାଦଙ୍କ ବିବାହ ପରାମର୍ଶ। ପାଟଣାରେ ଚାଲିଥିବା ବିରୋଧି ଦଳର ବୈଠକରେ ଉଦବୋଧନ ଦେଇ ଏମିତି କହିଲେ ଲାଲୁ। ହସିଲେ ସବୁ ନେତା। ଲାଜେଇ ଗଲେ ରାହୁଲ।