Advertisment

ସାମ୍ନାକୁ ଆସିଲା ରାମ ଲଲାଙ୍କ ମୂର୍ତ୍ତିର ଫଟୋ

ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରର ପ୍ରତିଷ୍ଠାକୁ ମଝିରେ ଆଉ ଦୁଇ ଦିନ ବାକି ଥିବା ବେଳେ ସାମ୍ନାକୁ ଆସିଛି କଳାରଙ୍ଗର ପ୍ରସ୍ତରରେ ନିର୍ମିତ ରାମ ଲଲାଙ୍କ ମୂର୍ତ୍ତିର ଫଟୋ। ଗର୍ଭଗୃହରେ ପ୍ରବେଶ ପୂର୍ବରୁ ଏହି ଫଟୋ ଉଠାଯାଇଥିଲା। ୫ ବର୍ଷୀୟ ବାଳକର କମନୀୟ କାନ୍ତିରେ ଝଟକୁଛନ୍ତି ପ୍ରଭୁ ଶ୍ରୀରାମ।

author-image
Jitendra Garnayak
Ram Lala

Ram Lala