ଦେଶ Photo Gallery ସାମ୍ନାକୁ ଆସିଲା ରାମ ଲଲାଙ୍କ ମୂର୍ତ୍ତିର ଫଟୋ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରର ପ୍ରତିଷ୍ଠାକୁ ମଝିରେ ଆଉ ଦୁଇ ଦିନ ବାକି ଥିବା ବେଳେ ସାମ୍ନାକୁ ଆସିଛି କଳାରଙ୍ଗର ପ୍ରସ୍ତରରେ ନିର୍ମିତ ରାମ ଲଲାଙ୍କ ମୂର୍ତ୍ତିର ଫଟୋ। ଗର୍ଭଗୃହରେ ପ୍ରବେଶ ପୂର୍ବରୁ ଏହି ଫଟୋ ଉଠାଯାଇଥିଲା। ୫ ବର୍ଷୀୟ ବାଳକର କମନୀୟ କାନ୍ତିରେ ଝଟକୁଛନ୍ତି ପ୍ରଭୁ ଶ୍ରୀରାମ। 19 Jan 2024 16:25 ISTJitendra Garnayak Follow UsRam LalaAdvertisment 1/3ରାମ ଲଲାଙ୍କ ମୂର୍ତ୍ତି 2/3ରାମ ଲଲାଙ୍କ ମୂର୍ତ୍ତି ସାମ୍ନାକୁ ଆସିଲା 3/3ରାମ ଲଲାଙ୍କ ପୂର୍ଣ୍ଣାବୟବ ମୂର୍ତ୍ତି Read More Advertisment