Advertisment

ଭାରତ-ଚୀନ୍ ଯୁଦ୍ଧ ପାଇଁ ଅବିବାହିତ ରହିଗଲେ ରତନ !

ରତନ ଟାଟା ଜଣେ ଏଭଳି ଶିଳ୍ପପତି ଥିଲେ, ଯିଏ ନିଜର ଉପାର୍ଜନର ସିଂହଭାଗ ସମାଜସେବାରେ ବିନିଯୋଗ କରୁଥିଲେ ।

Advertisment

ଭାରତୀୟ ଶିଳ୍ପ ଜଗତର ଉଜ୍ଜ୍ବଳତମ ରତ୍ନ ରତନ ଟାଟା ଆଉ ନାହାନ୍ତି। ତାଙ୍କ ବିୟୋଗରେ ଏକ ଯୁଗର ଅବସାନ ଘଟିଛି। ଭାରତୀୟ ଶିଳ୍ପକୁ ବିଶ୍ବବନ୍ଦିତ କରିବାରେ ତାଙ୍କର ରହିଥିଲା ପ୍ରମୁଖ ଭୂମିକା । ‘ଟାଟା’କୁ ଅପହଞ୍ଚ ଦୂରତାରେ ପହଞ୍ଚାଇଥିବା ରତନ, କଂପାନି ଲାଭାଂଶର ସିଂହଭାଗ ଦାତବ୍ୟ ଅନୁଷ୍ଠାନକୁ ଦେଇ ଉଦାହରଣ ସୃଷ୍ଟି କରିଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ ।  

Advertisment
Ratan Tata Ratan Tata Passed Away
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe