ଟନେଲ ଭିତରକୁ ଗଲା ଆମ୍ବୁଲାନ୍ସ | Odisha Reporter
ଟନେଲରୁ ଉଦ୍ଧାର ପାଇଁ ଆଉ କିଛି କ୍ଷଣର ଅପେକ୍ଷା। ଜୋରଦାର ଚାଲିଛି ଉତ୍ତରକାଶୀ ଟନେଲ ରେସ୍କ୍ୟୁ ଅପରେସନ୍। ଖୁବଶୀଘ୍ର ସମସ୍ତ ୪୧ ଜଣ ଶ୍ରମିକ ଟନେଲ ଭିତରୁ ବାହାରକୁ ବହାରି ଆସିବେ। ତେବେ ଏହାରି ଭିତରେ ଟନେଲ ଭିତରକୁ ପଶିଲେ NDRF ଟିମ୍ ଓ ଆମ୍ବୁଲାନ୍ସ। ସେହିଭଳି ଦଉଡ଼ି ଓ ସିଡ଼ି ମଧ୍ୟ ଟନେଲ ଭିତରକୁ ପ୍ରବେଶ କରିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
