Advertisment

କିଛି କ୍ଷଣର ଅପେକ୍ଷା, ଟନେଲରୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଭିତରକୁ ଗଲା ଆମ୍ୱୁଲାନ୍ସ

ଉତ୍ତରାଖଣ୍ଡ ଟନେଲରୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଭିତରକୁ ଗଲା ଆମ୍ୱୁଲାନ୍ସ ।

Advertisment

ଟନେଲରୁ ଉଦ୍ଧାର ପାଇଁ ଆଉ କିଛି କ୍ଷଣର ଅପେକ୍ଷା। ଜୋରଦାର ଚାଲିଛି ଉତ୍ତରକାଶୀ ଟନେଲ ରେସ୍କ୍ୟୁ ଅପରେସନ୍‌। ଖୁବଶୀଘ୍ର ସମସ୍ତ ୪୧ ଜଣ ଶ୍ରମିକ ଟନେଲ ଭିତରୁ ବାହାରକୁ ବହାରି ଆସିବେ। ତେବେ ଏହାରି ଭିତରେ ଟନେଲ ଭିତରକୁ ପଶିଲେ NDRF ଟିମ୍‌ ଓ ଆମ୍ବୁଲାନ୍ସ। ସେହିଭଳି ଦଉଡ଼ି ଓ ସିଡ଼ି ମଧ୍ୟ ଟନେଲ ଭିତରକୁ ପ୍ରବେଶ କରିଛି।

Advertisment
Tunnel Tragedy Uttarakhand Tunnel Collapses In Uttarakhand
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe