ହୃଦଘାତରେ ଆଖି ବୁଜିଲେ ରାଜୀବ ଗାନ୍ଧି ହତ୍ୟାକାରୀ, ଦୁଇ ବର୍ଷ ତଳେ ମୁକୁଳିଥିଲେ

ଚେନ୍ନାଇସ୍ଥିତ ରାଜୀବ ଗାନ୍ଧି ସରକାରୀ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଆଜି ସକାଳେ ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।

Rajib Gandhi & Santhan

ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ଓ ହତ୍ୟା ଅଭିଯୁକ୍ତ ସନ୍ଥନ ।

Niharika Rout
  • Published: Wednesday, 28 February 2024
  • Updated: 28 February 2024, 12:20 PM IST

Sports

Latest News

ରାଜୀବ ଗାନ୍ଧି ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ସନ୍ଥନ ଆଖି ବୁଜିଲେ। ଚେନ୍ନାଇସ୍ଥିତ ରାଜୀବ ଗାନ୍ଧି ସରକାରୀ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଆଜି ସକାଳେ ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା।

ସନ୍ଥନ ଜଣେ ଶ୍ରୀଲଙ୍କା ନାଗରିକ ଥିଲେ। ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ହତ୍ୟା ମାମଲାରେ ୧୯୯୧ ମସିହାରେ ତାଙ୍କୁ ୨୦ ବର୍ଷରୁ ଊର୍ଦ୍ଧ୍ୱ ଜେଲ୍‌ ହୋଇଥିଲା। ୨୦୨୨ ମସିହାରେ ସୁପ୍ରିମ କୋର୍ଟ ସନ୍ଥନଙ୍କ ସମେତ ୭ ଜଣଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସନ୍ଥନଙ୍କ ସମେତ ନଳିନୀ, ରବିଚନ୍ଦ୍ରନ, ଶ୍ରୀହରନ, ଜୟକୁମାର, ରବର୍ଟ ପାୟସ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ପରଦିନ କୋର୍ଟରୁ ମୁକୁଳିଥିଲେ।

ଜେଲ୍‌ ସଜା କାଟିବା ବେଳେ କେବଳ ନଳିନୀ ଓ ରବିଚନ୍ଦ୍ରନଙ୍କୁ ନିଜ ପରିବାର ସଦସ୍ୟଙ୍କୁ ଭେଟିବାକୁ ଅନୁମତି ମିଳୁଥିଲା। କିନ୍ତୁ ଅନ୍ୟମାନଙ୍କୁ ଜେଲ୍‌ର ସ୍ପେଶାଲ କ୍ୟାମ୍ପରେ ରଖାଯାଇଥିଲା। କାରଣ ସେମାନେ ଶ୍ରୀଲଙ୍କାର ନାଗରିକ ଥିଲେ।

Also Read

ଜେଲ୍‌ରୁ ମୁକୁଳିବା ପରେ କିଛି ଦିନ ହେବ ସନ୍ଥନଙ୍କ ଲିଭରରେ ସଂକ୍ରମଣ ହୋଇଥିବାରୁ ତାଙ୍କୁ ଚେନ୍ନାଇସ୍ଥିତ ରାଜୀବ ଗାନ୍ଧି ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆଜି ସକାଳେ ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଛି।

ଶବ ବ୍ୟବଚ୍ଛେଦ ପରେ ସନ୍ଥନଙ୍କ ମୃତଦେହକୁ ଶ୍ରୀଲଙ୍କା ପଠାଯିବାର ବ୍ୟବସ୍ଥା କରାଯିବ ବୋଲି ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story