Advertisment

ଭୂତାଣୁ ପାଇଁ ସ୍କୁଲ ଛୁଟି!

ମାଡ଼ି ଚାଲିଛି H3N2। ଛୋଟ ବିଲାଙ୍କୁ ଅଧିକ ମାତ୍ରାରେ ଏହି ଭୂତାଣୁ ବ୍ୟାପୁଛି। ଯାହାକୁ ନେଇ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଆଜିଠାରୁ ରାଜ୍ୟର ସମସ୍ତ ସ୍କୁଲ ଛୁଟି ରହିବ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସ୍କୁଲ ଛୁଟି ଘୋଷଣା କରିଛନ୍ତି ପୁଡୁଚେରୀ ସରକାର। ସମସ୍ତ ସରକାରୀ, ସରକାରୀ ଅନୁଦାପ୍ରାପ୍ତ, ଘରୋଇ ସ୍କୁଲ ମାର୍ଚ୍ଚ ୧୬ରୁ ୨୬ ଯାଏ ଛୁଟି ରହିବ।

H3N2 Covid19 School Coronavirus
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe